News from Subarnapur Odisha
ପାତାଳୀ ଶ୍ରୀକ୍ଷେତ୍ର ମାଧବ ଗୁମ୍ଫା ନିକଟରେ ସପ୍ତଦିପl ସାହିତ୍ୟ ସଂସଦର ସାରସ୍ବତ ସମାରୋହ
ବୀରମହାରାଜପୁର (ସୌମିତ୍ରି ମେହେର) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ପାତାଳି ଶ୍ରୀକ୍ଷେତ୍ରର ମାଧବ ଗୁମ୍ଫା ନିକଟରେ ସପ୍ତଦୀପା ସାହିତ୍ୟ...
ସୁବଳୟା ହାଇସ୍କୁଲ ପୁରାତନ ଛାତ୍ର ଛାତ୍ରୀଙ୍କ ବନ୍ଧୁ ମିଳନ କାର୍ଯ୍ଯକ୍ରମ
ବୀରମହାରାଜପୁର (ସୌମିତ୍ରି ମେହେର) : ବୀରମହାରାଜପୁର ବ୍ଲକ ସୁବଳୟା ଉଚ୍ଚ ବିଦ୍ୟାଳୟର ୧୯୭୯ ମାଟ୍ରିକ ବ୍ଯାଚର ଛାତ୍ରଛାତ୍ରୀ ଙ୍କ ବନ୍ଧୁ...
ବହଲପଦର ଜୟ ଜଗନ୍ନାଥ କ୍ରିକେଟ କପ ର ଫାଇନାଲ ମ୍ୟାଚରେ ଘିଚାପାଲି କୁ ହରାଇ ମେଣ୍ଡେଲୀପାଲି ଚମ୍ପିଆନ୍ ଘୋଷିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ସ୍ଥିତ ଜୟ ଜୟଜଗନ୍ନାଥ କ୍ରିକେଟ କ୍ଲବ...
କେନଝରିଆପାଲି ହାଇସ୍କୁଲ ରେ ଆର୍ଦ୍ରଭୂମି ସଂରକ୍ଷଣ ନେଇ ଆଲୋଚନାଚକ୍ର
ବୀରମହାରାଜପୁର (ସୌମିତ୍ରି ମେହେର) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନ ଝରିଆପାଳି ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ ଠାରେ ଶନିବାର...
ଭାରତୀୟ ଜନତାପାର୍ଟି ର ସାଙ୍ଗଠନିକ ବୈଠକ
ବୀରମହାରାଜପୁର ( ସୌମିତ୍ରି ମେହେର) : ବିଜେପି କାର୍ଯ୍ୟାଳୟ ଠାରେ ବୀରମହାରାଜପୁର ବିଧାନସଭା ସ୍ତରୀୟ ସାଙ୍ଗଠନିକ ବୈଠକ ଜିଲ୍ଲା ସଭାପତି...
ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ ର ପୂର୍ବତନ ସଭାପତି ଶିକ୍ଷାବିତ୍ ଚନ୍ଦ୍ର ଶେଖର ମିଶ୍ର ଙ୍କ ବିୟୋଗରେ ଶୋକସଭା
ବୀରମହାରାଜପୁର : ( ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବାଘମାରି ଗ୍ରାମ ବାସିନ୍ଦା ଶିକ୍ଷାବିତ ଚନ୍ଦ୍ର ଶେଖର...
ବୀରମହାରାଜପୁର ଉପଖଣ୍ଡିୟ ସ୍ତରୀୟ ପବିତ୍ର ସାଧାରଣତନ୍ତ୍ର ଦିବସ ପାଳିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ଉପଖଣ୍ଡ ସ୍ତରୀୟ...
ଶିକ୍ଷାବିତ ଚନ୍ଦ୍ର ଶେଖର ମିଶ୍ର ଙ୍କ ପରଲୋକ
ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ ବାଘମାରୀ ଗ୍ରାମ ବାସିନ୍ଦା ବିଶିଷ୍ଟ ଶିକ୍ଷାବିତ ଚନ୍ଦ୍ର...
ଯୋଜନାବଦ୍ଧ ଭାବେ ସୁବଳୟା ର ଯୁବକଙ୍କୁ ପଥର ରେ ଛେଚି ହତ୍ୟା ଅଭିଯୋଗ
ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅଞ୍ଚଳରେ ଏକ ଯୁବକକୁ ନିର୍ଗମ ଭାବେ ପଥରରେ...
ଉପଖଣ୍ଡ ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ
ବୀରମହାରାଜପୁର : (ସୌମିତ୍ରୀ ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ରେ 75 ତମ ପବିତ୍ର...
ମା ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଖମ୍ବେଶ୍ୱରୀ ପାଲି ସ୍ଥିତ ମା ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ...
ତେଲ ନଦୀ ବ୍ରିଜରେ ପିକ ଅପ୍ ଭ୍ୟାନ ଧକ୍କାରେ ବ୍ରିଜ ଉପରୁ ତଳେ ପଡିଲେ ୨ ଯୁବକ
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଏନଏଚ ୫୭ ସୋନପୁର- ମନମୁଣ୍ଡା ତେଲ ବ୍ରିଜ ଉପରେ ଆଜି ସଂଧ୍ୟା...
