Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News from Subarnapur Odisha

ଦୟନିୟ ହୋଇ ପଡିଛି ଠାକୁରପୁର ରାସ୍ତା ; ଯିବାଆସିବା କରୁଥିବା ଲୋକ ହୀନସ୍ତା

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପିତାମହୁଲ ପଞ୍ଚାୟତ ଅନ୍ତର୍ଗତ ଠାକୁରପୁର ଗ୍ରାମକୁ ସଂଯୋଗ କରୁଥିବା...

ସୁବଳୟା ପୋଲିସ ର ସହରରେ ଫ୍ଳାଗ୍ ମାର୍ଚ୍ଚ

ବିରମହlରାଜପୁର : (ସୌମିତ୍ରି ମେହେର) ସୁବଳୟା ଥାନା ଭାରପ୍ରାପ୍ତ ଅଧିକାରୀ ସୁଶାନ୍ତ କୁମାର ପଧାନ ଙ୍କ ନେତୃତ୍ୱରେ ମଙ୍ଗଳବାର ସୁବଳୟl...

ଖଣ୍ଡହତା ହାଇସ୍କୁଲ ର ସହକାରୀ ଶିକ୍ଷକଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ଇନ୍ଦିରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ଠାରେ ମଙ୍ଗଳବାର...

ସୋନପୁର ରୁ ପ୍ରମୋଦ ମହାପାତ୍ର ଓ ବୀରମହାରାଜପୁର ରୁ ରଘୁନାଥ ଙ୍କୁ ପ୍ରାର୍ଥୀ କଲା ବିଜେପି

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ମଙ୍ଗଳବାର ଭାରତୀୟ ଜନତା ପାର୍ଟି ଓଡ଼ିଶା ବିଧାନସଭା ପାଇଁ ତାର...

ବୀରମହାରାଜପୁର ରେ ଓଡିଶା ଦିବସ ପାଳନ ଅବସରରେ ଅତିଥି ଙ୍କ ମତ ହେଲା ବିକାଶ ପାଇଁ ଏକଜୁଟ ହେବା ଜରୁରୀ

ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ମୈତ୍ରୀ ସଦନରେ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଓଡିଶା...

ବଡ ବରଡାକଟl ଗ୍ରାମରେ ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା

ବୀରମହାରାଜପୁର : ( ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ବଡବର୍ଡାକଟା ଗ୍ରାମରେ...

ନିଷ୍ଠା ଓ କାଷ୍ଠା ର ପର୍ବ ଦଣ୍ଡ ଯାତ୍ରା ପାଇଁ ମୁଖରିତ ପୁରପଲ୍ଲି

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲାର ଲୋକସଂସ୍କୃତି ଓ ପରମ୍ପରା ଏକ ଅନନ୍ୟ ବିଭବ ହେଉଛି ଦଣ୍ଡଯାତ୍ରା ।...

ସୁବର୍ଣ୍ଣପୁରରେ ୮୯ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପକ୍ଷରୁ ୮୯ ତମ ଓଡିଶା ପୋଲିସ...

ମହୁଲ ମହକରେ ମହକୁଛି ଗ୍ରାମାଞ୍ଚଳ , ଉପଯୁକ୍ତ ବଜାର ବ୍ୟବସ୍ଥା ନ ଥିବାରୁ ପାରିଶ୍ରମିକ ପାଉନାହାନ୍ତି ଗୋଟାଳି

ବୀରମହାରାଜପୁର : (ସୌମିତ୍ରି ମେହେର) ଫାଲଗୁନ ମାସ ଆଗମନରେ ମହୁଲ ଫୁଲ ଝଡିବା ଆରମ୍ଭ ହୋଇଯାଇଛି । ଏହାର ବାସ୍ନାରେ...

ମହାନଦୀ ରେ ବେଆଇନ ବ୍ଳାଷ୍ଟିଙ୍ଗ ଯୋଗୁଁ ମତ୍ସ୍ୟଜୀବୀ ପରିବାର ଙ୍କ ଜୀବନ ଜିବିକା ରେ ବାଧାପ୍ରାପ୍ତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ର ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଡୁଲେଶ୍ଵର...

ବୀରମହାରାଜପୁର ଓକିଲ ସଂଘ ସଭାପତି ରାଧାକାନ୍ତ ମହାକୁର ଏବଂ ସମ୍ପାଦକ ଭାବେ ଭରତ ଅଗ୍ରୱାଲ ନିର୍ବାଚିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଓକିଲ ସଙ୍ଘ ନିର୍ବାଚନ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି l...

ବହଲପଦର ପ୍ରଥମ ପ୍ରିମିଅର ଲିଗ୍ କ୍ରିକେଟ ଉଦଘାଟିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ଗ୍ରାମ ଖେଳ ପଡ଼ିଆରେ ପ୍ରଥମ ବହଳପଦର...