Featured Stories
ପୁଅର ଶେଷକୃତ୍ୟ ପରେ ମା’ଙ୍କ ମୃତ୍ୟୁ! ମା’-ପୁଅଙ୍କ ଦୁଃଖଦ ମୃତ୍ୟୁରେ କେନ୍ଦୁଝରରେ ଶୋକର ଛାୟା
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କଣ୍ଟିଆପଡ଼ା ଗାଁରେ ଘଟିଛି ଏକ ହୃଦୟବିଦାରକ ଘଟଣା। ପୁଅର ମୃତ୍ୟୁର ଦୁଃଖ ସହିନପାରି...
AI କାର୍ଯ୍ୟକ୍ରମରେ ଫ୍ୟାନ୍କୁ ନେଇ ମୋହନ ଯାଦବଙ୍କ ଅଜବ ଉଦାହରଣ,କହିଲେ- ”ଫ୍ୟାନ୍ ପବନ ଦିଏନି, ପବନ ଆଗରୁ ଥାଏ’ ଫ୍ୟାନ୍ କେବଳ ସେହି ପବନକୁ ଚଳାଇଥାଏ।”
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଏକ ସରକାରୀ ସ୍କୁଲରେ ଆୟୋଜିତ ଏଆଇ (Artificial Intelligence) କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଯୋଗଦେଇଥିଲେ। କାର୍ଯ୍ୟକ୍ରମ...
DCP ଅଫିସରେ ଅମିତ ଶାହଙ୍କ ଫଟୋ ଦେଖି ରାହୁଲଙ୍କ ପ୍ରଶ୍ନ, ‘ଡିପାର୍ଟମେଣ୍ଟ କ’ଣ ଗୃହମନ୍ତ୍ରୀ ଚଳାଉଛନ୍ତି?’
ନୂଆଦିଲ୍ଲୀ:ପେଲେଟ୍ ଗନ୍ ମାମଲାରେ ଏଫଆଇଆର୍ ରୁଜୁ ଦାବିକୁ ନେଇ ଦିଲ୍ଲୀର DCP ଅଫିସରେ ପହଞ୍ଚିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ।...
ଲକ୍ଷ୍ନୌ ଡବଲ ମର୍ଡର-ସୁଇସାଇଡ୍ ମାମଲାରେ ନୂଆ ମୋଡ଼, ୧ କୋଟି ଟଙ୍କା ଭରଣପୋଷଣ ଦାବିକୁ ନେଇ ତଦନ୍ତ
ଲକ୍ଷ୍ନୌ: ଲକ୍ଷ୍ନୌରେ ଘଟିଥିବା ଡବଲ ମର୍ଡର-ସୁଇସାଇଡ୍ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୁଲିସ ଏବେ ମୃତ ମହିଳା ଦିବ୍ୟା...
ପୁଣେ କଲେଜ ହଷ୍ଟେଲରେ ଏବିଭିପି-ଏନଏସୟୁଆଇ ମଧ୍ୟରେ ବିବାଦ, ୫୦ରୁ ୬୦ କଂଗ୍ରେସ କର୍ମୀଙ୍କ ବିରୋଧରେ ମାମଲା ରୁଜୁ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କି ଗୁଞ୍ଜ’ କାର୍ଯ୍ୟକ୍ରମ ପୂର୍ବରୁ ପୁଣେର ସିଓଇପି ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ...
ଦାମ୍ପତ୍ୟ ବିବାଦରୁ ସଫ୍ଟୱେର ଇଞ୍ଜିନିୟରଙ୍କୁ ପିଟିପିଟି ହତ୍ୟା! ପତ୍ନୀଙ୍କ ସମ୍ପର୍କୀୟଙ୍କ ଉପରେ ଅଭିଯୋଗ
ନୂଆଦିଲ୍ଲୀ: ଦିଲ୍ଲୀର ନିହାଲ ବିହାର ଅଞ୍ଚଳରେ ଦାମ୍ପତ୍ୟ ବିବାଦକୁ କେନ୍ଦ୍ର କରି ଜଣେ ୩୧ ବର୍ଷୀୟ ସଫ୍ଟୱେର ଇଞ୍ଜିନିୟରଙ୍କୁ ପିଟିପିଟି...
କୁକୁର ଭୟରେ ୪୦ ଫୁଟ୍ ଗଭୀର କୂଅକୁ ଡେଇଁପଡ଼ିଲେ ଛାତ୍ରୀ, ଉଦ୍ଧାର କଲେ ସ୍ଥାନୀୟ ଲୋକେ
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଫରୁଖାବାଦ ଜିଲ୍ଲା କାଇମଗଞ୍ଜ ଅଞ୍ଚଳରେ କୁକୁର ଭୟରେ ଜଣେ ଛାତ୍ରୀ ୪୦ ଫୁଟ୍ ଗଭୀର କୂଅକୁ ଡେଇଁପଡ଼ିଥିବା...
ଦିଲ୍ଲୀରେ ଲୁଟ୍ ବେଳେ ବୃଦ୍ଧାଙ୍କୁ ହତ୍ୟା ସନ୍ଦେହ, ଘରୁ ମିଳିଲା ମୃତଦେହ
ନୂଆଦିଲ୍ଲୀ: ଦିଲ୍ଲୀର ଜଙ୍ଗପୁରା ଅଞ୍ଚଳରେ ଶନିବାର ସକାଳେ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର ହୋଇଛି।...
ଟ୍ରେନ୍ରେ ଅଟୋ ନେଇ ଯାଉଥିଲେ ଚାଳକ! ଭିଡିଓ ଭାଇରାଲ୍
ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଜଣେ ଅଟୋ ଚାଳକ ନିଜ ରିକ୍ସାକୁ ଟ୍ରେନ୍ରେ ଲଦି ନେଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍...
ପୁଅକୁ ବଞ୍ଚାଇବାକୁ ଯାଇ ପାହାଡ ତଳକୁ ଖସିପଡ଼ିଲେ ବାପା, ପରେ ମା’ ବି ଡେଇଁଲେ; ଚାଲିଗଲା ୩ ଜୀବନ
ମହାରାଷ୍ଟ୍ର: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ଜିଲ୍ଲାର ଖାଭଡ଼ା ପାହାଡ଼ରେ ଘଟିଛି ହୃଦୟବିଦାରକ ଘଟଣା। ଜଣେ ୧୮ ବର୍ଷୀୟ ଯୁବକ ପାହାଡ଼...
ଦୁଷ୍କର୍ମ ମାମଲା ଚପାଇବାକୁ ୫ କୋଟି ଦାବି ଅଭିଯୋଗ, ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ପତ୍ନୀଙ୍କ ବିରୋଧରେ NHRCର ତଦନ୍ତ ନିର୍ଦ୍ଦେଶ
ପଞ୍ଜାବ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ପତ୍ନୀଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଚପାଇବା ପାଇଁ ୫ କୋଟି ଟଙ୍କା ଦାବି...
୨୦୩୫ରେ ତେଜସ୍ Mk-2ର ଭୂମିକାକୁ ନେଇ ସନ୍ଦେହ, ପୂର୍ବତନ ବାୟୁସେନା ଉପମୁଖ୍ୟଙ୍କ ବଡ଼ ମନ୍ତବ୍ୟ
ନୂଆଦିଲ୍ଲୀ: ଭାରତର ସ୍ୱଦେଶୀ ଯୁଦ୍ଧବିମାନ ତେଜସ୍ Mk-2କୁ ନେଇ ପୂର୍ବତନ ବାୟୁସେନା ଉପମୁଖ୍ୟ ଏୟାର ମାର୍ଶାଲ ନାଗେଶ କପୁର ଗୁରୁତର...
