Featured Stories
ଓଡ଼ିଶାରେ ପୁଣି ବଡ଼ ବର୍ଷା ଆଶଙ୍କା, ୪୮ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ! ୨୩ରୁ ୨୫ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଓଡ଼ିଶାରେ ପୁଣି ବଡ଼ ବର୍ଷା ଆଶଙ୍କା ସୃଷ୍ଟି ହୋଇଛି। ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକାଧିକ ଘୂର୍ଣ୍ଣିବଳୟ...
ଭୁବନେଶ୍ୱର ୧ ନମ୍ବର ହାଟରେ ଭୟଙ୍କର ଅଗ୍ନିକାଣ୍ଡ! ସମ୍ପୂର୍ଣ୍ଣ ଜଳିଗଲା ୨ ଦୋକାନ
ଭୁବନେଶ୍ୱର: ଭୁବନେଶ୍ୱରର ୧ ନମ୍ବର ହାଟରେ ପୁଣି ଅଗ୍ନିକାଣ୍ଡ ଘଟିଛି। ଏକ ପୂଜା ସାମଗ୍ରୀ ଦୋକାନରୁ ନିଆଁ ଲାଗିଥିବା ସନ୍ଦେହ...
ମାଷ୍ଟରକ୍ୟାଣ୍ଟିନ ହିଂସା ମାମଲାରେ ବଡ଼ ଆକ୍ସନ୍: ଅନଲାଇନ୍ ଅଟୋ ସଂଘ ସଭାପତି ଦୀନବନ୍ଧୁ ନାୟକ ଗିରଫ
ଭୁବନେଶ୍ଵର: ମାଷ୍ଟରକ୍ୟାଣ୍ଟିନ ଛକରେ ଅନଲାଇନ୍ ଗାଡ଼ି ଚାଳକ ସଂଘର ହିଂସାତ୍ମକ ଆନ୍ଦୋଳନ ଘଟଣାରେ କମିଶନରେଟ୍ ପୋଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି।...
ଓଲା-ଉବେର-ରାପିଡୋ ଡ୍ରାଇଭରଙ୍କ ପାଇଁ ବଡ଼ ଖବର! ସେପ୍ଟେମ୍ବର ୧ରୁ ବଦଳିବ ଆପ୍ କ୍ୟାବ୍ ବ୍ୟବସ୍ଥା
ଭୁବନେଶ୍ଵର: ଓଲା, ଉବେର ଓ ରାପିଡୋ ଭଳି ଆପ୍ ଆଧାରିତ ଯାତ୍ରୀ ସେବା ପାଇଁ ସରକାର ଆଣୁଛନ୍ତି ନୂଆ ନିୟମ।...
୨୨ ଅଗଷ୍ଟରୁ ବୁଧ-କେତୁଙ୍କ ଜଡତ୍ୱ ଯୋଗ; ୪ ରାଶିଙ୍କୁ ରହିବାକୁ ପଡ଼ିବ ସତର୍କ, ଜାଣନ୍ତୁ କାହା ଉପରେ କ’ଣ ପଡିବ ପ୍ରଭାବ?
ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚରକୁ ଵିଶେଷ ଗୁରୁତ୍ୱ ଦିଆଯାଏ। ଗ୍ରହମାନଙ୍କ ସ୍ଥିତି ବଦଳିବା ସହ ବିଭିନ୍ନ ରାଶି ଉପରେ ଏହାର...
ରାଜ୍ୟରେ ୬ ବରିଷ୍ଠ IPS ଅଧିକାରୀଙ୍କ ବଦଳି: କାହାକୁ ମିଳିଲା କେଉଁ ଦାୟିତ୍ୱ?
ଭୁବନେଶ୍ଵର: ରାଜ୍ୟର IPS ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ୬ ଜଣ ବରିଷ୍ଠ...
ରାହୁଲ ଗାନ୍ଧୀଙ୍କ ଦିଲ୍ଲୀ ଧାରଣାକୁ ଜେପି ନଡ୍ଡାଙ୍କ ଟାର୍ଗେଟ୍: କହିଲେ- ‘ରାଜନୈତିକ ହତାଶାର ପରିଣାମ’
ନୂଆଦିଲ୍ଲୀ: ଦିଲ୍ଲୀର ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନା ବାହାରେ ରାହୁଲ ଗାନ୍ଧୀଙ୍କ ଧାରଣାକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ବିଜେପି...
ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ! କୁଲଦୀପଙ୍କ ସ୍ଥାନରେ ସାରାଂଶଙ୍କୁ ମିଳିପାରେ ସୁଯୋଗ
ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଅଗଷ୍ଟ ୨୩ରୁ କଲମ୍ବୋର SSC ମୈଦାନରେ ଖେଳାଯିବ।...
ସଚିନ-କୋହଲିଙ୍କୁ ନେଇ ଏବି ଡି’ଭିଲିୟର୍ସଙ୍କ ବଡ଼ ମନ୍ତବ୍ୟ, କଡ଼ା ଜବାବ ଦେଲେ ପୂର୍ବତନ ଭାରତୀୟ ଦ୍ରୁତ ବୋଲର
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦୁଇ ମହାନ ବ୍ୟାଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ ନେଇ ଦକ୍ଷିଣ ଆଫ୍ରିକାର ପୂର୍ବତନ...
“ପରବର୍ତ୍ତୀ ଜନ୍ମରେ ଡାକ୍ତର ହେବି”: ୧୯ ବର୍ଷୀୟ NEET ପରୀକ୍ଷାର୍ଥୀଙ୍କ ଆତ୍ମହତ୍ୟା,ପଢ଼ା ଓ ଭବିଷ୍ୟତକୁ ନେଇ ଚାପ ଥିବା ଆଶଙ୍କା
ମହାରାଷ୍ଟ୍ର: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ଜିଲ୍ଲାରେ NEET ପ୍ରସ୍ତୁତି କରୁଥିବା ଜଣେ ୧୯ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ...
ଚୋରି କରିବାକୁ ଦୋକାନରେ ପଶିଥିଲେ, ଫସିଗଲେ ଚୋର; ‘ସାର୍ ବଞ୍ଚାନ୍ତୁ’ କହି ପୁଲିସକୁ କଲେ କଲ୍!
ଗୁଜରାଟ: ଗୁଜରାଟର ଭାଲସାଦ ଜିଲ୍ଲାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଚୋରି କରିବାକୁ ଦୋକାନ ଭିତରେ ପଶିଥିବା ଦୁଇ...
ଅଯୋଧ୍ୟା ସରକାରୀ ସ୍କୁଲରେ ପ୍ରବେଶ ନିୟମ ଉପରେ କଡା ନିର୍ଦ୍ଦେଶ: ଅନୁମତି ବିନା ୟୁଟ୍ୟୁବର୍ ଓ ବାହାର ଲୋକଙ୍କୁ ମନା
ଉତ୍ତରପ୍ରଦେଶ: ଅଯୋଧ୍ୟାର ସରକାରୀ ସ୍କୁଲଗୁଡ଼ିକରେ ବାହାର ଲୋକଙ୍କ ପ୍ରବେଶକୁ ନେଇ କଡା ନୂଆ ନିୟମ ଲାଗୁ ହୋଇଛି। ଜିଲ୍ଲା ବେସିକ୍...
