Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Featured Stories

ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ; ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଦୀଘା ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି। ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ...

ସିଏମ୍‌ଓରୁ ନାଇଡୁ କମିସନ୍‌ ଫାଇଲ୍‌ ଗାଏବ ହେବା ଘଟଣା : କ୍ରାଇମବ୍ରାଞ୍ଚରେ ନୂଆ କେସ୍‌ ରୁଜୁ, ତଦନ୍ତ ଆରମ୍ଭ

ଭୁବନେଶ୍ୱର:ସିଏମ୍‌ଓରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ସମ୍ପର୍କିତ ନାଇଡୁ କମିସନ୍‌ର ଫାଇଲ୍‌ ଗାଏବ ଘଟଣାର ତଦନ୍ତ ଏବେ କ୍ରାଇମବ୍ରାଞ୍ଚ କରୁଛି ।...

ଆସାମରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର; ମୃତ୍ୟୁସଂଖ୍ୟା ୬୮, ୪.୪୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ଆସାମ:ଆସାମରେ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଦେଖାଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ବନ୍ୟାଜନିତ କୌଣସି ନୂଆ ମୃତ୍ୟୁ ହୋଇଥିବା...

ବିସିସିଆଇ ଶ୍ରୀଲଙ୍କା ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କଲା ‘ବିସିସିଆଇ’: ଫେରିଲେ ଜାଡେଜା, ପ୍ରଥମ ଥର ସୁଯୋଗ ପାଇଲେ ସାରାଂଶ ଜେନ୍!

ଶ୍ରୀଲଙ୍କା:ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ଅଭିଜ୍ଞ ଅଲରାଉଣ୍ଡର...

ମଞ୍ଚେଶ୍ୱରରେ ଚାଞ୍ଚଲ୍ୟ: ସ୍ତ୍ରୀଙ୍କ ବେକକୁ ବ୍ଲେଡରେ ବେକ କାଟି ହତ୍ୟା ପରେ ବିଷ ପିଇଲେ ସ୍ୱାମୀ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇଶିଆଣି ସାହୁ କଲୋନୀରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ପାରିବାରିକ ବିବାଦକୁ କେନ୍ଦ୍ର...

ମଧ୍ୟାହ୍ନ ଭୋଜନରେ ମଲା ଝିଟିପିଟି ପଡ଼ିବା ଅଭିଯୋଗ; ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ, ୬ ଜଣଙ୍କୁ ପୁରୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର

ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅରାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନକୁ ନେଇ ଏକ...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସେଲ୍ଫି ଭିଡିଓକୁ କିଛି ସମୟ ପାଇଁ ହଟାଇଲା ଫେସବୁକ୍; କ୍ଷମା ମାଗିଲା ମେଟା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଛାତ୍ର ଆନ୍ଦୋଳନକାରୀଙ୍କୁ ସମ୍ବୋଧିତ କରି ପୋଷ୍ଟ କରାଯାଇଥିବା ଏକ ସେଲ୍ଫି ଭିଡିଓକୁ ଫେସବୁକ୍‌ରୁ...

ଇସ୍ତଫା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସିବେ ଧର୍ମେନ୍ଦ୍ର ପ୍ରଧାନ; ଭବ୍ୟ ସ୍ୱାଗତ ପାଇଁ ବିଜେପିର ପ୍ରସ୍ତୁତି

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା...

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ CJPର ଡ୍ୟାନ୍ସ ଭିଡିଓକୁ ନେଇ ବିବାଦ; ସୋନମ ୱାଙ୍ଗଚୁକ୍ ଓ ସମର୍ଥକଙ୍କ କଡ଼ା ପ୍ରତିକ୍ରିୟା

ନୂଆଦିଲ୍ଲୀ: କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କକ୍ରୋଚ୍ ଜନତା ପାର୍ଟି (CJP) ନେତାମାନଙ୍କ ନାଚ-ଗୀତ ଓ...

ବାଲିଅନ୍ତା ହତ୍ୟା ଘଟଣାରେ ନୂଆ ମୋଡ଼: ସୌମ୍ୟଙ୍କ ମୋବାଇଲରୁ ମିଳିଲା ଚାଞ୍ଚଲ୍ୟକର ଭିଡିଓ, ଷଡ଼ଯନ୍ତ୍ର ରଚାଯାଇଥିବା ସନ୍ଦେହ

ଭୁବନେଶ୍ୱର: ବାଲିଅନ୍ତା ଭିଡ଼ ହିଂସାରେ ପ୍ରାଣ ହରାଇଥିବା ଜିଆର୍‌ପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ମୃତ୍ୟୁ ମାମଲାରେ ଏବେ ନୂଆ ମୋଡ଼...

ଇଣ୍ଡିଆ ଟୁଡେ ଗ୍ରୁପ୍‌ରେ ବଡ଼ ଛଟେଇ! ପ୍ରାୟ ୧୨୦ କର୍ମଚାରୀଙ୍କୁ ଚାକିରି ଛାଡ଼ିବାକୁ ନିର୍ଦ୍ଦେଶ. ମିଡ଼ିଆର ଭବିଷ୍ୟତକୁ ନେଇ ଚିନ୍ତିତ କର୍ମଚାରୀ

ଇଣ୍ଡିଆ ଟୁଡେ ଗ୍ରୁପ୍‌ରେ ବଡ଼ ଧରଣର ଛଟେଇ ହୋଇଥିବା ଅଭିଯୋଗ ଆସିଛି। କର୍ମଚାରୀଙ୍କ ଦାବି ଅନୁଯାୟୀ, ଜୁଲାଇ ୨୦ରୁ ୨୪...

୨୦୦୦ ପରଠାରୁ କେଉଁ କେଉଁ କେନ୍ଦ୍ରମନ୍ତ୍ରୀ ଦେଇଛନ୍ତି ଇସ୍ତଫା, କାହିଁକି ଛାଡ଼ିଥିଲେ ମନ୍ତ୍ରୀପଦ?

୨୦୦୦ ମସିହା ପରଠାରୁ ଏପର୍ଯ୍ୟନ୍ତ ୧୩ ଜଣ କେନ୍ଦ୍ରମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ୟୁପିଏ...