Featured Stories
‘ଜଣେ ପ୍ରଧାନଙ୍କୁ ହଟାଇ ପ୍ରଧାନମନ୍ତ୍ରୀଙ୍କୁ ବଞ୍ଚାଇଲେ’: ସଂସଦରେ କେନ୍ଦ୍ର ସରକାରକୁ ଟାର୍ଗେଟ୍ କଲେ ଅଖିଳେଶ ଯାଦବ
ନୂଆଦିଲ୍ଲୀ: ଲୋକସଭାରେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ବିରୋଧୀ ସଂଶୋଧନ ବିଲ୍ ଉପରେ ଆଲୋଚନା ସମୟରେ ସମାଜବାଦୀ ପାର୍ଟି (ଏସ୍ପି) ମୁଖ୍ୟ...
ପ୍ରେମିକ ସହ ଫୋନ୍ରେ କଥାବାର୍ତ୍ତା ବେଳେ କାନ୍ଦୁଥିଲା ପୁଅ, ୩ ବର୍ଷର ଶିଶୁକୁ ଶ୍ୱାସରୋଧ କରି ହତ୍ୟା କଲା ମା’
ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ପ୍ରେମିକଙ୍କ ସହ ଫୋନ୍ରେ କଥା ହେଉଥିବା...
ସିଏମ ଅଫିସରୁ ଫାଇଲ୍ ହଜିବା ଘଟଣା: ତଦନ୍ତ ଶେଷ ପର୍ଯ୍ୟାୟରେ, ବଡ଼ ସୂଚନା ଦେଲେ ସୁରେଶ ପୂଜାରୀ
ଭୁବନେଶ୍ୱର: ସିଏମଓରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ନିଖୋଜ ଘଟଣାର ତଦନ୍ତ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ନେଇ ବଡ଼ ସୂଚନା ଦେଇଛନ୍ତି...
ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ପଦର ଆଶ୍ୱାସନ? ଦିଲ୍ଲୀ କରିଡରରେ ଜୋରଦାର ଚର୍ଚ୍ଚା
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ବିଦାୟ ନେବାକୁ ଯାଉଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଦିଲ୍ଲୀର ରାଜନୈତିକ କରିଡରରେ...
ବଡ଼ ଘୋଷଣା କଲେ ଶରଦ ପାୱାର, ଏନ୍ସିପିର ଦୁଇ ଗୋଷ୍ଠୀ ମିଶିବା ପ୍ରସଙ୍ଗରେ ଲଗାଇଲେ ପୂର୍ଣ୍ଣଛେଦ
ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଏନ୍ସିପିର ଦୁଇ ଗୋଷ୍ଠୀର ସମ୍ଭାବ୍ୟ ମିଶ୍ରଣକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ଏନ୍ସିପି-ଏସ୍ପି (NCP-SP) ମୁଖ୍ୟ ତଥା...
କଟକ ମହାନଦୀ ବ୍ୟାରେଜରେ ଭାସିଲା ମୃତଦେହ, ପରିଚୟ ଅସ୍ପଷ୍ଟ
କଟକ: କଟକ ମହାନଦୀ ବ୍ୟାରେଜରୁ ମଙ୍ଗଳବାର ସକାଳେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ବ୍ୟାରେଜର ଗେଟ୍ ନିକଟରେ...
ରାଜଧାନୀରେ ନିର୍ମମ ହତ୍ୟାକାଣ୍ଡ: ପଥରରେ ଛେଚି ଛେଚି ନୃଶଂସ ଭାବେ ବାପାଙ୍କୁ ହତ୍ୟା କଲା ପୁଅ
ଭୁବନେଶ୍ୱର: ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚାକେଇସିଆଣି ଅଞ୍ଚଳରେ ମଙ୍ଗଳବାର ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ମଞ୍ଚନାଥ ହାଇସ୍କୁଲ୍ ନିକଟରେ...
ଜେଫ୍ରି ଏପ୍ଷ୍ଟିନ୍ଙ୍କ ଇଚ୍ଛାପତ୍ରରେ ଡା. କାରିନା ଶୁଲିଆକ୍ଙ୍କ ନାମ, ନୂଆ ଦସ୍ତାବିଜରେ ସାମ୍ନାକୁ ଆସିଲା ସମ୍ପର୍କର ଅନେକ ତଥ୍ୟ
ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ରର ବିବାଦୀୟ ଅର୍ଥନିବେଶକ ଓ ଦୋଷୀ ସେକ୍ସ ଅପରାଧୀ ଜେଫ୍ରି ଏପଷ୍ଟିନଙ୍କ ଅନ୍ତିମ ଇଚ୍ଛାପତ୍ର (Will) ସାର୍ବଜନୀନ ହେବା...
”ରାତି ୨ଟାରେ କାଜଲ ଓ ଲିପଷ୍ଟିକ୍ ଲଗାଇବା ମାନସିକ ରୋଗର ପ୍ରମାଣ ନୁହେଁ”: ଝାଡ଼ଖଣ୍ଡ ହାଇକୋର୍ଟ
ଝାଡ଼ଖଣ୍ଡ: ଜଣେ ମହିଳା ରାତି ୨ଟା ସମୟରେ କାଜଲ ଓ ଲିପଷ୍ଟିକ୍ ଲଗାଇବାକୁ ମାନସିକ ରୋଗର ପ୍ରମାଣ ବୋଲି ଧରାଯାଇପାରିବ...
ଏଣିକି ଏତଲା ପାଇଁ ଆଉ ଥାନାକୁ ଯିବା ଦରକାର ନାହିଁ; ସରକାର ଆଣୁଛନ୍ତି ‘ଆମ ସାଥୀ’, ମିଳିବ ୧୯୦ରୁ ଅଧିକ ସରକାରୀ ସେବା
ଭୁବନେଶ୍ୱର: ଏଣିକି ସାଧାରଣ ଲୋକଙ୍କୁ ଏତଲା ଦେବା ପାଇଁ ଥାନା ଦ୍ୱାରକୁ ଯିବାକୁ ପଡ଼ିବ ନାହିଁ। ସେହିପରି ସରକାରୀ ଡାକ୍ତରଖାନାରେ...
ଋଣ ବୋଝ ସହିପାରିଲେନି ପରିବାର; ବିଷ ପିଇ ଦମ୍ପତି ଓ ପୁଅଙ୍କ ଆତ୍ମହତ୍ୟା ସନ୍ଦେହ!
ଗୁଜରାଟ: ଗୁଜରାଟର ରାଜକୋଟରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଏକ ପରିବାରର ତିନିଜଣ ସଦସ୍ୟ ବିଷାକ୍ତ ପଦାର୍ଥ...
ସ୍ୱାମୀଙ୍କ ମୃତ୍ୟୁ ସହିପାରିଲେନି ସ୍ତ୍ରୀ; କିଛି ଘଣ୍ଟା ବ୍ୟବଧାନରେ ଆଖି ବୁଜିଲେ,ଏକାସାଙ୍ଗରେ ହେଲା ଶେଷକୃତ୍ୟ
ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର କୋନାସୀମା ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି।ଜୀବନସାଥୀଙ୍କ ବିୟୋଗ ସହିପାରିନଥିବା ଜଣେ ୭୬ ବର୍ଷୀୟା ମହିଳା...
