Featured Stories
ଓଡ଼ିଶା ଜେଲରେ ବଢ଼ିବ ସୁରକ୍ଷା ବ୍ୟବସ୍ଥା; AI CCTV, ଡ୍ରୋନ୍ ଓ ଆଧୁନିକ ନଜରଦାରି ଉପରେ ଜୋର
ଓଡ଼ିଶାର ଜେଲଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ସହ ଆଧୁନିକ ପ୍ରଯୁକ୍ତିର ବ୍ୟବହାର ଉପରେ ରାଜ୍ୟ ସରକାର ଗୁରୁତ୍ୱ...
NEET ପ୍ରସଙ୍ଗକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଫେସବୁକ୍ ପୋଷ୍ଟରେ ୫୮ ହଜାର ରିଆକ୍ସନ୍ ମଧ୍ୟରୁ ୩୬ ହଜାରରୁ ଅଧିକ ‘😂’ (ହସ) ରିଆକ୍ସନ୍’
NEET ପେପର ଲିକ୍ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଦୀର୍ଘ ଫେସବୁକ୍...
ଆଜି ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ବର୍ଷା; ଆଗାମୀ ୨-୩ ଦିନ ପର୍ଯ୍ୟନ୍ତ ଜାରି ରହିବ
ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବାରୁ ଆଜି ଭୁବନେଶ୍ୱର ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଅନୁଭୂତ...
୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ; ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ରହିଛି କାର୍ଯ୍ୟକ୍ରମ
ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ମହାମହିମ ରାଷ୍ଟ୍ରପତି ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି...
କୋଲେଷ୍ଟ୍ରଲ ବଢ଼ୁଛିକି? ଔଷଧ ନୁହେଁ, ପ୍ରଥମେ ବଦଳାନ୍ତୁ ଜୀବନଶୈଳୀ
ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ, ଜଙ୍କ ଫୁଡ୍ର ଅତ୍ୟଧିକ ସେବନ, ଅନିୟମିତ ଖାଦ୍ୟାଭ୍ୟାସ ଏବଂ ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ କୋଲେଷ୍ଟ୍ରଲ...
ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସର ବିକ୍ଷୋଭ; ମୋଦୀ ଓ ଅମିତ ଶାହଙ୍କ ଇସ୍ତଫା ଦାବି କଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ରାଜନୈତିକ ଉତ୍ତେଜନା ଆହୁରି ବଢ଼ିଛି। କକ୍ରୋଚ ଜନତା ପାର୍ଟି (CJP)...
ଆଜି ତିନି ରଥର ‘ଦକ୍ଷିଣ ମୋଡ଼’; ବାହୁଡ଼ା ଯାତ୍ରା ପାଇଁ ନାକଚଣା ଦ୍ୱାର ଅଭିମୁଖେ ମୋଡ଼ାଯିବ
ପୁରୀ: ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପରମ୍ପରା ଭାବେ ଆଜି ତିନିରଥର ‘ଦକ୍ଷିଣ ମୋଡ଼’ ହୋଇଛି । ହେରାପଞ୍ଚମୀ ନୀତି...
ରାଜା ରଘୁବଂଶୀଙ୍କ ହନିମୁନ୍ ହତ୍ୟା ମାମଲା: ସୋନମ ରଘୁବଂଶୀଙ୍କୁ ସୁପ୍ରିମକୋର୍ଟଙ୍କ ଦୁଇ ବିକଳ୍ପ, କହିଲେ– ‘ଆତ୍ମସମର୍ପଣ କର, ନଚେତ୍ ଜାମିନ ଉପରେ ହେବ ନିଷ୍ପତ୍ତି
ନୂଆଦିଲ୍ଲୀ: ହନିମୁନ୍ ହତ୍ୟା ମାମଲାର ଅଭିଯୁକ୍ତ ସୋନମ ରଘୁବଂଶୀଙ୍କ ଜାମିନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ରଖିଛନ୍ତି। ନ୍ୟାୟମୂର୍ତ୍ତି...
ସରକାରଙ୍କ ବଡ଼ ନିଷ୍ପତ୍ତି: ବଦଳିଲା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାମ
ଭୁବନେଶ୍ୱର: ରାଜ୍ୟ ସରକାର ସ୍କୁଲ ଶିକ୍ଷା ପ୍ରଶାସନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାମ ପରିବର୍ତ୍ତନ...
SIR ପ୍ରକ୍ରିୟା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ; ଅକ୍ଟୋବରରୁ ଘରକୁ ଘର ସର୍ଭେ
ଭୁବନେଶ୍ୱର: ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ହୋଇପାରେ ବିଳମ୍ବ | ଏହାର ପ୍ରମୁଖ କାରଣ ହେଉଛି ସ୍ପେଶାଲ୍...
ବସ୍ଷ୍ଟାଣ୍ଡରୁ ଯୁବତୀଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ ଅଭିଯୋଗ; ୩ ଅଭିଯୁକ୍ତ ଗିରଫ
କର୍ଣ୍ଣାଟକ: କର୍ଣ୍ଣାଟକର ମହୀଶୁର ଜିଲ୍ଲାରେ ପଶ୍ଚିମବଙ୍ଗର ଜଣେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ପୋଲିସ ତିନିଜଣ ଯୁବକଙ୍କୁ ଗିରଫ...
ଦିଲ୍ଲୀ ବିକ୍ଷୋଭକୁ ନେଇ କଙ୍ଗନାଙ୍କ ପ୍ରତିକ୍ରିୟା; ଦିଲ୍ଲୀ ପୁଲିସର ଭୂମିକାକୁ କଲେ ପ୍ରଶଂସା
ନୂଆଦିଲ୍ଲୀ: ଦିଲ୍ଲୀରେ ସଂସଦ ମାର୍ଚ୍ଚକୁ କେନ୍ଦ୍ର କରି ଘଟିଥିବା ବିକ୍ଷୋଭ ପ୍ରସଙ୍ଗରେ ବଲିଉଡ୍ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ...
