Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Featured Stories

ମିଲେନିୟମ୍ ସିଟି’ ଭାବେ ପରିଚିତ Cuttack ଏବେ ଇଂରାଜୀରେ Kataka ଭାବେ ଲେଖାଯିବ

ଓଡ଼ିଶା ସରକାର ରାଜ୍ୟର ୬୪ଟି ସ୍ଥାନର ଇଂରାଜୀ ବନାନରେ ପରିବର୍ତ୍ତନ ଆଣିଛନ୍ତି। ଏହି ନିଷ୍ପତ୍ତି ଅନୁସାରେ ଓଡ଼ିଶାର ‘ମିଲେନିୟମ୍ ସିଟି’...

କେୟର୍ ଷ୍ଟାର୍ମରଙ୍କ ଇସ୍ତଫା ଘୋଷଣା; ୭ ବର୍ଷରେ ବ୍ରିଟେନ୍‌କୁ ମିଳିପାରେ ଷଷ୍ଠ ପ୍ରଧାନମନ୍ତ୍ରୀ

ବ୍ରିଟେନ୍‌ର ରାଜନୀତିରେ ପୁଣି ଏକ ବଡ଼ ପରିବର୍ତ୍ତନ ଦେଖାଦେଇଛି। ପ୍ରଧାନମନ୍ତ୍ରୀ କେୟର୍ ଷ୍ଟାର୍ମର ନିଜ ପଦରୁ ଇସ୍ତଫା ଦେବାକୁ ଘୋଷଣା...

କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ; ୧୫ ମୃତ

ଉତ୍ତରପ୍ରଦେଶର ଲକ୍ଷ୍ନୌ ସହରର ଅଲିଗଞ୍ଜ ଅଞ୍ଚଳର ପୁରନିଆ ସ୍ଥିତ ଏକ କୋଚିଂ ସେଣ୍ଟରରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି...

ଜୁନ୍ ୨୯ରୁ ଶିମିଳିପାଳ ବନ୍ଦ, ପର୍ଯ୍ୟଟକଙ୍କ ପାଇଁ ଜାରି ହେଲା ସୂଚନା

ମୟୂରଭଞ୍ଜର ପ୍ରସିଦ୍ଧ ଶିମିଳିପାଳ ଜାତୀୟ ଉଦ୍ୟାନ ଆସନ୍ତା ଜୁନ୍ ୨୯ ତାରିଖରୁ ପର୍ଯ୍ୟଟକ ଓ ଭ୍ରମଣକାରୀଙ୍କ ପାଇଁ ବନ୍ଦ ରହିବ।...

ସୋସିଆଲ ମିଡିଆ ପୋଷ୍ଟ ପାଇଁ ଚର୍ଚ୍ଚାରେ ଥିବା ଭରତ ତିୱାରୀଙ୍କ ଏନକାଉଣ୍ଟର ମୃତ୍ୟୁକୁ ନେଇ ବିହାରରେ ତୀବ୍ର ବିବାଦ

ବିହାରର ଭୋଜପୁର ଜିଲ୍ଲାରେ ୨୮ ବର୍ଷୀୟ ଭରତ ଭୂଷଣ ତିୱାରୀଙ୍କ ଏନକାଉଣ୍ଟର ମୃତ୍ୟୁକୁ ନେଇ ରାଜନୈତିକ ଓ ସାମାଜିକ ମହଳରେ...

କତାରର ରାସ୍‌ ଲାଫାନ୍‌ ଗ୍ୟାସ୍‌ ହବ୍‌ରେ ଭୟଙ୍କର ବିସ୍ଫୋରଣ; ୫୪ ଆହତ, ୧୮ ନିଖୋଜ

କତାରର ପ୍ରମୁଖ ଏଲ୍‌ଏନ୍‌ଜି (LNG) ପ୍ରକ୍ରିୟାକରଣ କେନ୍ଦ୍ର ରାସ୍‌ ଲାଫାନ୍‌ ଇଣ୍ଡଷ୍ଟ୍ରିଆଲ୍‌ ସିଟିରେ ରବିବାର ଏକ ବଡ଼ ଧରଣର ବିସ୍ଫୋରଣ...

ପିଲାଚୋର ସନ୍ଦେହରେ ଯୁବତୀଙ୍କୁ ମାଡ଼ ଘଟଣା, ଗିରଫ ଭୟରେ ପୁରୁଷଶୂନ୍ୟ ଇନ୍ତାଲିଗୁଡ଼ା ଗାଁ

ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁରରେ ଘଟିଥିବା ବହୁଚର୍ଚ୍ଚିତ ଭିଡ଼ହିଂସା ମାମଲାର ତଦନ୍ତ ତୀବ୍ର ହେବା ସହ ଗିରଫ ଭୟ ବଢ଼ିଛି। ଘଟଣାରେ...

ଛାତ୍ରୀ ମୃତ୍ୟୁ ମାମଲାରେ ନୂଆ ମୋଡ଼: ମନ୍ତ୍ରୀଙ୍କ ପୁତୁରା ବିଶ୍ୱଜିତ ଜେନା ଗିରଫ

ବ୍ରହ୍ମପୁର ଉପକଣ୍ଠର ଏକ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନରେ ବିସିଏ ଛାତ୍ରୀ ସ୍ମୃତି ଭୋଳଙ୍କ ମୃତ୍ୟୁ ଘଟଣା ନୂଆ ମୋଡ଼ ନେଇଛି।...

୭ ଜିଲ୍ଲାରେ ଆଜି ବର୍ଷା ଓ ପବନ ସମ୍ଭାବନା, ୨୫ ତାରିଖ ଯାଏ କାଳବୈଶାଖୀ ଆଶଙ୍କା

ରାଜ୍ୟରେ ଗ୍ରୀଷ୍ମ ତାତି ଓ ଗୁଳୁଗୁଳି ପୂର୍ବାପେକ୍ଷା କିଛିଟା କମିଥିବା ବେଳେ ଆଗାମୀ ୬ରୁ ୭ ଦିନ ପର୍ଯ୍ୟନ୍ତ ପାଗରେ...

ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ

ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି।...

ନେସନ୍ସ କପ୍‌ ଫାଇନାଲରେ ଭାରତୀୟ ମହିଳା ହକି ଦଳ

ଏଫ୍‌ଆଇଏଚ୍‌ ନେସନ୍ସ କପ୍‌ ମହିଳା ହକି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ ଜାରି ରଖି ଫାଇନାଲରେ ପ୍ରବେଶ କରିଛି।...

ଭାରତର ସବୁଠାରୁ ବଡ଼ IPO ପାଇଁ ମଞ୍ଚ ପ୍ରସ୍ତୁତ: ଜିଓ ପ୍ଲାଟଫର୍ମସ୍‌ ଦାଖଲ କଲା ଡ୍ରାଫ୍ଟ ପେପର୍‌, ମୂଲ୍ୟାୟନ ୧୨.୫ ଲକ୍ଷ କୋଟି ଟଙ୍କା

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସମର୍ଥିତ ଜିଓ ପ୍ଲାଟଫର୍ମସ୍ ଭାରତର ସବୁଠାରୁ ବଡ଼ IPO ପାଇଁ ପଦକ୍ଷେପ ନେଇଛି। କମ୍ପାନୀ ଶୁକ୍ରବାର ସେବି...