Featured Stories
Pitabas Panda Murder Case: ସାକ୍ଷୀଙ୍କୁ ଧମକ ଅଭିଯୋଗରେ ଗୋସାଣୀନୂଆଗାଁ ଥାନାରେ ହାଜର ହେଲେ ବିକ୍ରମ ପଣ୍ଡା!
ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା ମାମଲାରେ ପୁଣି ନୂଆ ମୋଡ଼ ଆସିଛି। ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗରେ...
Harmanpreet Kaur: ସବୁ ଫର୍ମାଟ୍ରୁ ଅଧିନାୟକ ପଦ ଛାଡ଼ିଲେ ହରମନପ୍ରୀତ କୌର, ଶେଷ ହେଲା ଦୀର୍ଘ ଅଧିନାୟକତ୍ୱ
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟକ ପଦରୁ ହରମନପ୍ରୀତ କୌର ଓହରି ଯାଇଛନ୍ତି। ସେ ସମସ୍ତ ଫର୍ମାଟ୍ର ଅଧିନାୟକ...
Greater Noida Lift Incident: ଲିଫ୍ଟରେ ଫସିଲେ ଶିଶୁଙ୍କ ସମେତ ୧୩ ଜଣ, ପ୍ରାୟ ୨୦ ମିନିଟ୍ ପରେ ହେଲେ ଉଦ୍ଧାର
ନୋଏଡା: ଗ୍ରେଟର ନୋଏଡା ୱେଷ୍ଟର ଅଜନାରା ହୋମ୍ସ ସୋସାଇଟିରେ ଲିଫ୍ଟ ଅଚଳ ହୋଇଯିବାରୁ ଶିଶୁଙ୍କ ସମେତ ୧୩ ଜଣ ଲୋକ...
Allahabad High Court: ନିଜ ଇଚ୍ଛା ବିରୋଧରେ ବୟସ୍କ ଝିଅକୁ ବାପା-ମାଆଙ୍କ ସହ ରହିବାକୁ ବାଧ୍ୟ କରାଯାଇପାରିବ ନାହିଁ: ଆଲ୍ହାବାଦ ହାଇକୋର୍ଟ
ଆଲ୍ହାବାଦ: ବୟସ୍କ ଝିଅ ନିଜ ଇଚ୍ଛାରେ ରହୁଥିଲେ ତାଙ୍କୁ ବାପା-ମାଆଙ୍କ ସହ ରହିବାକୁ ବାଧ୍ୟ କରିବା ପାଇଁ ହେବିଆସ୍ କର୍ପସ୍...
Kutch POCSO Case: ପୁଅ ସାଙ୍ଗ ସହ ବନ୍ଧୁତା ସମ୍ପର୍କ ରଖିବାରୁ ନାବାଳିକାଙ୍କୁ ନିର୍ଯାତନା ଅଭିଯୋଗ! ଗିରଫ ହେଲେ ବାପା-ମାଆ
ଗୁଜରାଟ: ଗୁଜରାଟର କଚ୍ଛ ଜିଲ୍ଲାରେ ଜଣେ ୧୪ ବର୍ଷୀୟା ନାବାଳିକା ନିଜ ବାପା-ମାଆଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଜଣେ...
Bypoll Election 2026: ୫ ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଆଜି ଭୋଟିଂ, ୯ରେ ଗଣତି
ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ, ତାମିଲନାଡୁ ଓ ପୁଡୁଚେରୀର ୫ଟି ବିଧାନସଭା ଆସନ ସହ ଆସାମର ଗୋଟିଏ ଲୋକସଭା ଆସନ ପାଇଁ ମଙ୍ଗଳବାର,...
Gwalior Momo Dispute: ୨୦ ଟଙ୍କାର ମୋମୋକୁ ନେଇ ବିବାଦ, ଛାତ୍ରଙ୍କ ଉପରେ ମୋମୋ ବିକ୍ରେତା ଗରମ ତେଲ ଫିଙ୍ଗିଥିବା ଅଭିଯୋଗ
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଗ୍ୱାଲିୟର ହଜିରା ଅଞ୍ଚଳରେ ମାତ୍ର ୨୦ ଟଙ୍କାର ମୋମୋକୁ ନେଇ ବିବାଦ ହିଂସାତ୍ମକ ରୂପ ନେଇଥିବା ଅଭିଯୋଗ...
Supreme Court Judges Oath: ବଦଳିଲା ୭୬ ବର୍ଷର ପରମ୍ପରା, ଆଜି ଅପରାହ୍ନରେ ସୁପ୍ରିମକୋର୍ଟରେ ଶପଥ ନେବେ ୩ ନୂଆ ବିଚାରପତି
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ନୂଆ ବିଚାରପତିଙ୍କ ଶପଥ ଗ୍ରହଣକୁ ନେଇ ଦୀର୍ଘଦିନର ପରମ୍ପରାରେ ପରିବର୍ତ୍ତନ ହୋଇଛି। ସିଜେଆଇ ସୂର୍ୟ୍ୟ କାନ୍ତଙ୍କ ନିଷ୍ପତ୍ତି...
Tamil Nadu Nurses Protest: ଆଲୋଚନା ପାଇଁ ସଚିବାଳୟ ଯାଇଥିବା ୫ ନର୍ସ ନେତାଙ୍କୁ ଅଟକ ରଖାଯାଇଥିବା ଅଭିଯୋଗ, ଜାରି ରହିଲା ଆନ୍ଦୋଳନ
ତାମିଲନାଡୁ: ତାମିଲନାଡୁରେ ନର୍ସମାନଙ୍କ ଦାବିକୁ ନେଇ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଉତ୍ତେଜନା ବଢ଼ିଛି। ଆଲୋଚନା ପାଇଁ ସଚିବାଳୟକୁ ଯାଇଥିବା ୫...
Jeffrey Archer Death: ୮୬ ବର୍ଷ ବୟସରେ ପ୍ରସିଦ୍ଧ ଲେଖକ ଜେଫ୍ରି ଆର୍ଚରଙ୍କ ଦେହାନ୍ତ, ଶୋକରେ ସାହିତ୍ୟ ଜଗତ
ନୂଆଦିଲ୍ଲୀ: ବ୍ରିଟିଶ୍ ଲେଖକ ଜେଫ୍ରି ଆର୍ଚରଙ୍କ ୮୬ ବର୍ଷ ବୟସରେ ହଠାତ୍ ଦେହାନ୍ତ ହୋଇଛି। ବେଷ୍ଟସେଲର୍ ଉପନ୍ୟାସର ଲେଖକ ଭାବେ...
Muthukrishnan Dhandapani Warning: ନୂଆ ଋଣ ନନେବାକୁ ଭାରତୀୟ ପରିବାରଙ୍କୁ ପରାମର୍ଶ, ୩ ବର୍ଷର ଜରୁରୀକାଳୀନ ପାଣ୍ଠି ରଖିବାକୁ ଆହ୍ୱାନ
ଚେନ୍ନାଇ: ଚେନ୍ନାଇର ମ୍ୟୁଚୁଆଲ୍ ଫଣ୍ଡ୍ ବିତରକ ମୁଥୁକୃଷ୍ଣନ ଧଣ୍ଡପାଣି ୨୯ ସେପ୍ଟେମ୍ବର ୨୦୨୬ରେ ଭାରତୀୟ ପରିବାରଗୁଡ଼ିକୁ ନୂଆ ଋଣ ନନେବା...
Kalinga Studio: ସ୍ନୋ ହାଉସ୍ଠୁ ଅତ୍ୟାଧୁନିକ ସୁଟିଂ ସେଟ୍, ନୂଆ ରୂପରେ ଫେରିଲା କଳିଙ୍ଗ ଷ୍ଟୁଡିଓ! ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଲୋକାର୍ପଣ
ଭୁବନେଶ୍ୱର: ଭୁବନେଶ୍ୱରର ଐତିହାସିକ କଳିଙ୍ଗ ଷ୍ଟୁଡିଓ ଏବେ ନୂଆ ରୂପରେ ଫେରିଛି। ପ୍ରାୟ ୧୬୪ କୋଟି ଟଙ୍କାର ଆଧୁନିକୀକରଣ ପରେ...
