Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

National & International News in Odia

Delhi Dengue Cases: ଦିଲ୍ଲୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୪୩୨, ସେପ୍ଟେମ୍ବରରେ ହଠାତ୍ ବଢ଼ିଲା ମାମଲା

ନୂଆଦିଲ୍ଲୀ: ଦିଲ୍ଲୀରେ ଚଳିତ ବର୍ଷ ଡେଙ୍ଗୁ ମାମଲା ୪୩୨ରେ ପହଞ୍ଚିଛି। ସେଥିମଧ୍ୟରୁ କେବଳ ସେପ୍ଟେମ୍ବର ମାସରେ ୧୨୧ଟି ମାମଲା ରିପୋର୍ଟ...

Sanjukta Parashar: CoBRA ୟୁନିଟ୍‌ର ନେତୃତ୍ୱ ନେବେ ପ୍ରଥମ ମହିଳା IPS ଅଧିକାରୀ, ଜାଣନ୍ତୁ ସଞ୍ଜୁକ୍ତା ପରାଶରଙ୍କ ବିଷୟରେ

ନୂଆଦିଲ୍ଲୀ: ୪୭ ବର୍ଷୀୟ ଆଇପିଏସ୍ ଅଧିକାରୀ ସଞ୍ଜୁକ୍ତା ପରାଶର କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ୍‌)ର ବିଶେଷ ଅଭିଯାନକାରୀ ୟୁନିଟ୍‌...

PM Modi Birthday: ୭୬ କିଲୋ କ୍ଷୀରରେ ମୋଦୀଙ୍କ ଚିତ୍ରର ଅଭିଷେକ, ଜନ୍ମଦିନ ପୂର୍ବରୁ ବିଜେପି କର୍ମୀଙ୍କ ଅନନ୍ୟ ଆୟୋଜନ

ବିହାର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପୂର୍ବରୁ ପାଟନାରେ ବିଜେପି କର୍ମୀମାନେ ଏକ ଅନନ୍ୟ ଢଙ୍ଗରେ ଆୟୋଜନ କରିଛନ୍ତି। କାଳୀଘାଟରେ...

Jammu Madrasa Case: ଶିକ୍ଷକଙ୍କ ମାଡ଼ ପରେ ମାଦ୍ରାସାରୁ ଦୌଡ଼ି ପଳାଇଆସିଲା୯ ବର୍ଷର ପିଲା, ୩୦ କିମି ଦୂରରୁ ଉଦ୍ଧାର

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର କିସ୍ତୱାର ଜିଲ୍ଲାରେ ଜଣେ ୯ ବର୍ଷର ଶିଶୁଙ୍କୁ ମାଦ୍ରାସାର ଜଣେ ଶିକ୍ଷକ ମାଡ଼ ମାରିଥିବା ଅଭିଯୋଗ ସାମ୍ନାକୁ...

Saudi Arabia: ମକ୍କା ଆକାଶରେ ବଡ଼ ସୁରକ୍ଷା ଆଲର୍ଟ, ଡ୍ରୋନ୍‌ ଖସାଇବା ନେଇ ସାଉଦିର ଦାବି

ନୂଆଦିଲ୍ଲୀ: ସାଉଦି ଆରବର ପବିତ୍ର ସହର ମକ୍କାକୁ ନେଇ ଏକ ବଡ଼ ସୁରକ୍ଷା ଘଟଣା ସାମ୍ନାକୁ ଆସିଛି। ସାଉଦି ନେତୃତ୍ୱାଧୀନ...

Cannabis Cultivation: ତେଲେଙ୍ଗାନାରେ ୧୦ ଏକର ଜମିରୁ ୧.୫ କୋଟି ଟଙ୍କାର ଗଞ୍ଜେଇ ଗଛ ଜବତ, ବାପ-ପୁଅ ଗିରଫ

ତେଲେଙ୍ଗାନା: ତେଲେଙ୍ଗାନାର ଆସିଫାବାଦ ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷ ଅଭିଯୋଗରେ ବାପ-ପୁଅଙ୍କୁ ପୁଲିସ ଗିରଫ କରିଛି। ଜୈନୁର ଥାନା ଅଧୀନ...

Seema Pahuja: ଦିଶା ସାଲିଆନ ମାମଲାର ତଦନ୍ତ କରିବେ ଏହି ଚର୍ଚ୍ଚିତ CBI ଅଧିକାରୀ, ଜାଣନ୍ତୁ କାହିଁକି ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ୨୦୨୦ ମସିହାର ମୃତ୍ୟୁ ମାମଲାର ତଦନ୍ତ ଏବେ...

BRICS Summit Security: ଶୀର୍ଷ ସୁରକ୍ଷା ଡ୍ୟୁଟିରେ ରିଲ୍‌ କରି ଫସିଲେ ଦିଲ୍ଲୀ ପୁଲିସ କନଷ୍ଟେବଳ, ଧରା ପଡିବା ପରେ ପରେ ନିଲମ୍ବିତ

ନୂଆଦିଲ୍ଲୀ: ୧୮ତମ ବ୍ରିକ୍ସ ସମ୍ମିଳନୀ ସମୟରେ ସୁରକ୍ଷା ଡ୍ୟୁଟିରେ ଥିବା ଦିଲ୍ଲୀ ପୁଲିସର ଜଣେ କନଷ୍ଟେବଲଙ୍କ ଇନ୍‌ଷ୍ଟାଗ୍ରାମ ରିଲ୍‌ ଭାଇରାଲ...

Agra Train Theft: NEET ଦେଇଥିବା ପୁନୀତଙ୍କ ଉପରେ ଟ୍ରେନ୍‌ର ଏସି କୋଚ୍‌ରୁ ଚୋରି ଅଭିଯୋଗ, ପ୍ରେମିକାଙ୍କ ଚିକିତ୍ସାରେ ୮୦ ଲକ୍ଷ ଖର୍ଚ୍ଚ ଦାବି

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଆଗ୍ରାରେ ଚଳନ୍ତା ଟ୍ରେନ୍‌ର ଏସି କୋଚ୍‌ରୁ ଚୋରି ଅଭିଯୋଗରେ ଜିଆରପି ପୁଲିସ ପିଲିଭିତରର ପୁନୀତ ଗଙ୍ଗୱାର ଓ...

Parag Shah: ଧନୀ ବିଧାୟକରୁ ଭିକାରୀ ବେଶ, ଘାଟକୋପର ରାସ୍ତାରେ ମାଗିଲେ ଭିକ୍ଷା!

ମହାରାଷ୍ଟ୍ର: ମହାରାଷ୍ଟ୍ରର ବିଜେପି ବିଧାୟକ ପରାଗ ଶାହଙ୍କ ଏକ ଭିନ୍ନ ପଦକ୍ଷେପ ଏବେ ଚର୍ଚ୍ଚାରେ। ରାଜ୍ୟର ଧନୀ ବିଧାୟକମାନଙ୍କ ମଧ୍ୟରେ...

UPI New Rule: ଅକ୍ଟୋବର ୧୫ରୁ ବଦଳିବ UPI ନିୟମ, ୨ ହଜାରରୁ ଅଧିକ ପେମେଣ୍ଟରେ ବ୍ୟବସାୟୀ ଦେବେ ୦.୪% MDR

ନୂଆଦିଲ୍ଲୀ: ୟୁପିଆଇ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଆଶ୍ୱସ୍ତିର ଖବର। ଅକ୍ଟୋବର ୧୫, ୨୦୨୬ରୁ ୨,୦୦୦ ଟଙ୍କାରୁ ଅଧିକ ବ୍ୟବସାୟୀଙ୍କୁ...

Rapido Fine: ଭ୍ରମାତ୍ମକ ବିଜ୍ଞାପନ ଓ ‘ଡାର୍କ ପ୍ୟାଟର୍ନ’ ଅଭିଯୋଗ, ରାପିଡୋକୁ ୧୦ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ: ରାଇଡ୍ ବୁକିଂ ସେବା ଦେଉଥିବା ରାପିଡୋର ପରିଚାଳକ କମ୍ପାନୀ ରୋପେନ୍ ଟ୍ରାନ୍ସପୋର୍ଟେସନ୍ ସର୍ଭିସେସ୍‌ ଉପରେ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା...