Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

National & International News in Odia

CBFC Board: ଫିଲ୍ମ ସେନ୍ସର ବୋର୍ଡରେ ନୂଆ ଟିମ୍‌; ପ୍ରୀତି ଜିଣ୍ଟା-ପଙ୍କଜ ତ୍ରିପାଠୀଙ୍କ ସହ ନୀଳମାଧବ ପଣ୍ଡା ସାମିଲ,ଅଧ୍ୟକ୍ଷ ହେଲେ ଶଶିଶେଖର ବେମ୍ପତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସିବିଏଫ୍‌ସି (କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣପତ୍ର ବୋର୍ଡ)ର ନୂଆ ବୋର୍ଡ ଗଠନ କରିଛନ୍ତି। ୨୦୧୭ ପରେ ପ୍ରଥମ...

PM Modi Birthday: ୭୬ ବର୍ଷରେ ପାଦ ଥାପିଲେ ଦେଲେ ମୋଦୀ, ୨୫ ବର୍ଷର ଜନସେବା ପାଇଁ ଆଜିଠୁ ‘ସେବା ସଂକଳ୍ପ ଅଭିଯାନ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ୭୬ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ବିଜେପି ପକ୍ଷରୁ ଆଜିଠାରୁ...

Anbil Mahesh Case: ୧୦୦ କୋଟିର ସ୍କୁଲ ଅନୁମୋଦନ ମାମଲାରେ ପୂର୍ବତନ ମନ୍ତ୍ରୀଙ୍କ ଘରେ ଚଢ଼ାଉ

ତାମିଲନାଡୁ: ତାମିଲନାଡୁର ପୂର୍ବତନ ସ୍କୁଲ ଶିକ୍ଷାମନ୍ତ୍ରୀ ତଥା ଡିଏମ୍‌କେ ନେତା ଅନବିଲ ମହେଶ ପୋୟ୍ୟାମୋଝିଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନରେ...

Hyderabad Minor Assault Case: ନିଶାଦ୍ରବ୍ୟ ଦେଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୮ ଗିରଫ

ହାଇଦ୍ରାବାଦ: ହାଇଦ୍ରାବାଦରେ ଜଣେ ୧୬ ବର୍ଷୀୟ ନାବାଳିକାଙ୍କୁ ନିଶାଦ୍ରବ୍ୟ ଦେଇ ବିଭିନ୍ନ ସ୍ଥାନରେ ଯୌନ ନିର୍ଯାତନା କରାଯାଇଥିବା ଅଭିଯୋଗକୁ ନେଇ...

EPFO Wage Ceiling: PF ନିୟମରେ ବଡ଼ ପରିବର୍ତ୍ତନ, ଚାକୀରିଆଙ୍କ ଦରମା ସୀମା ୧୫ ହଜାରରୁ ୨୫ ହଜାରକୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶର କର୍ମଜୀବୀଙ୍କ ସାମାଜିକ ସୁରକ୍ଷାକୁ ଆହୁରି ବ୍ୟାପକ କରିବା ଦିଗରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି।...

PM Modi Bharat Ratna: ମୋଦୀଙ୍କୁ ମିଳିବ କି ଭାରତ ରତ୍ନ? ଜେ.ପି. ନଡ୍ଡା କହିଲେ ବଡ଼ କଥା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ଦିଆଯିବ କି ନାହିଁ, ଏହାକୁ ନେଇ...

Telangana Crime: ଶ୍ୱଶୁର ଘରକୁ ଫେରିବାକୁ ମନା କରିବାରୁ ସ୍ତ୍ରୀଙ୍କ ନାକ କାମୁଡ଼ିଥିବା ଅଭିଯୋଗ, ସ୍ୱାମୀ ବିରୋଧରେ ମାମଲା

ତେଲେଙ୍ଗାନା: ତେଲେଙ୍ଗାନାର ମଞ୍ଚେରିଆଲ ଜିଲ୍ଲା କୋଟାପଲ୍ଲୀ ମଣ୍ଡଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବୈବାହିକ ବିବାଦକୁ ନେଇ ଝଗଡ଼ା...

Ganpati Idol: ୨୧ ହଜାର ଗୁପଚୁପରେ ତିଆରି ୧୩ ଫୁଟ୍‌ର ଗଣେଶ ମୂର୍ତ୍ତି, ଫର୍ଗୁସନ କଲେଜ ରୋଡ୍‌ରେ ନିଆରା ଆକର୍ଷଣ

ମହାରାଷ୍ଟ୍ର: ଗଣେଶ ପୂଜା ଅବସରରେ ପୁଣେର ଫର୍ଗୁସନ କଲେଜ ରୋଡ୍‌ରେ ଏକ ନିଆରା ଗଣେଶ ମୂର୍ତ୍ତି ସ୍ଥାପନ କରାଯାଇଛି। ପ୍ରାୟ...

Delhi Murder: ସିଗାରେଟ୍ ଜଳାଇବାକୁ ଦେଲେନି ଦିଆସିଲି, ବିବାଦ ପରେ ଛୁରାମାଡ଼ରେ ଯୁବକ ମୃତ

ନୂଆଦିଲ୍ଲୀ: ଦିଲ୍ଲୀର ଉତ୍ତର-ପଶ୍ଚିମ ଅଞ୍ଚଳରେ ଦିଆସିଲି ମାଗିବାକୁ ନେଇ ଆରମ୍ଭ ହୋଇଥିବା ବିବାଦ ମରଣାନ୍ତକ ଆକ୍ରମଣର ରୂପ ନେଇଛି। କେଶବ...

Lucknow Viral Video: ପ୍ରେମିକଙ୍କ କାର୍‌ ବନେଟ୍‌ ଉପରେ ଚଢ଼ିଗଲେ ଯୁବତୀ, ରୋକିବାକୁ କହିଲେ ବି ଚାଲିଗଲା କାର୍

ଉତ୍ତରପ୍ରଦେଶ: ଲକ୍ଷ୍ନୌର ଜନେଶ୍ୱର ମିଶ୍ର ପାର୍କ ନିକଟରେ ପ୍ରେମ ସମ୍ପର୍କକୁ ନେଇ ଘଟିଥିବା ଏକ ଘଟଣାର ଭିଡିଓ ସାମ୍ନାକୁ ଆସିଛି।...

ITBP Mountaineering: ୬,୭୫୯ ମିଟର ଉଚ୍ଚ ମାଉଣ୍ଟ ରିଓ ପରଗିଲ ଜିତିଲେ ହିମବୀର, ସଫଳ ହେଲା ‘ପର୍ବତ ସଂକଳ୍ପ’ ଅଭିଯାନ

ନୂଆଦିଲ୍ଲୀ: ଇଣ୍ଡୋ-ତିବ୍ବତ ସୀମା ପୁଲିସ (ଆଇଟିବିପି)ର ନର୍ଦର୍ନ ଫ୍ରଣ୍ଟିୟର ଟିମ୍ ହିମାଚଳ ପ୍ରଦେଶର ସର୍ବୋଚ୍ଚ ଶିଖର ମାଉଣ୍ଟ ରିଓ ପରଗିଲକୁ...

Namma Clinic Doctor:PG ପଢ଼ୁଥିବା ବେଳେ ୭୦ ହଜାରରୁ ଅଧିକ ଦରମା ନେଉଥିବା ଅଭିଯୋଗ, ବିଧାୟକଙ୍କ ଭାଣିଜୀଙ୍କୁ ନୋଟିସ୍

କର୍ଣ୍ଣାଟକ: କର୍ଣ୍ଣାଟକର ବାଗଲକୋଟର ଏକ ନମ୍ମା କ୍ଲିନିକ୍‌ରେ ମେଡିକାଲ ଅଫିସର ଭାବେ କାମ କରୁଥିବା ଡାକ୍ତର ଅଙ୍କିତା ୟାରାଗଲଙ୍କ ବିରୋଧରେ...