Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha News

Gandhi Jayanti 2026: ଗୋଟିଏ ତାରିଖରେ ଜନ୍ମ ନେଇଥିଲେ ଦୁଇ ମହାନ ନେତା, ଗାନ୍ଧୀ ଓ ଶାସ୍ତ୍ରୀଙ୍କୁ ମନେ ପକାଉଛି ଦେଶ

ଭୁବନେଶ୍ୱର: ଆଜି ଅକ୍ଟୋବର ୨। ଦେଶ ପାଳନ କରୁଛି ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମଜୟନ୍ତୀ। ଭାରତୀୟ...

Subhashree Death Case: ୭ ଦିନ ପରେ ବି ମିଳିନି ଶୁଭଶ୍ରୀଙ୍କ ମୃତଦେହ, ଜେଜେଙ୍କ ଏତଲା ପରେ ଘଟଣାକୁ ନେଇ ବଢ଼ିଲା ସନ୍ଦେହ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଞ୍ଚଳର ରାଜପୁର ଗାଁର ଶୁଭଶ୍ରୀ ଦାସଙ୍କ ମୃତ୍ୟୁକୁ ୭ ଦିନ ବିତିଥିବା ବେଳେ...

Captain Smit Machchhar: ପୁରୀ ବେଳାଭୂମିରେ କ୍ୟାପଟେନ ସ୍ମିତଙ୍କ ବାଲୁକାକଳା, ସାହସକୁ ସମ୍ମାନ ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଭାରତୀୟ ପାଇଲଟ୍ କ୍ୟାପଟେନ ସ୍ମିତ ମଚ୍ଛାରଙ୍କୁ ସମ୍ମାନ ଜଣାଇ...

BJD Jan Sampark Yatra: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ଭୁବନେଶ୍ୱରରୁ ଅଭିଯାନ ଆରମ୍ଭ କରିବେ ନବୀନ

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜିଠୁ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହେଉଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ...

Odisha Bandh: ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ ଡାକରା, ୩ ପ୍ରମୁଖ ଦାବି ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ

ଭୁବନେଶ୍ୱର: ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ ପାଳନ ପାଇଁ ମିଳିତ ବିରୋଧୀ ଦଳଗୁଡ଼ିକ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱରରେ ମଙ୍ଗଳବାର...

Chhatrapur Accident: ରାସ୍ତାକଡ଼ରେ ମିନି ବସ୍‌କୁ ପିଟିଲା ଟ୍ରକ, ସିରିଜ୍‌ ଦୁର୍ଘଟଣାରେ ଜଣେ ମୃତ; ୩ ଗୁରୁତର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅଧୀନ ଭାଗ୍ୟଲକ୍ଷ୍ମୀ ନଗର ନିକଟ ଜାତୀୟ ରାଜପଥରେ ଏକ ସିରିଜ୍‌ ଦୁର୍ଘଟଣା ଘଟିଛି।...

Nayapalli Crime: ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ‘ଆମ ବସ୍‌’ରେ ଫେରାର ହୋଇଥିବା ସନ୍ଦେହ

ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଜଣେ ୨୬ ବର୍ଷୀୟ ଯୁବତୀଙ୍କୁ ବନ୍ଧୁକ ଦେଖାଇ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି।...

Koraput Student Death: ହଷ୍ଟେଲରେ ମାଡ଼ ଅଭିଯୋଗ ପରେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ପ୍ରଧାନଶିକ୍ଷକଙ୍କ ବିରୋଧରେ ପରିବାରର ଦାବି

କୋରାପୁଟ: କୋରାପୁଟ ଜୟପୁର ଅଞ୍ଚଳରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଦେଖାଦେଇଛି। ମୃତ ଛାତ୍ର ଜଣକ...

SCB Medical: ନିଶାମୁକ୍ତି ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କ ମୃତ୍ୟୁ, ସୁରକ୍ଷାକର୍ମୀ ପିଟି ପିଟି ମାରିଦେଇଥିବା ଅଭିଯୋଗ ଆଣିଲେ ପରିବାର

କଟକ: କଟକ ବଡ଼ ମେଡିକାଲ୍‌ SCB Medicalରୁ ଆସିଛି ଏକ ଗୁରୁତର ଅଭିଯୋଗ। ନିଶାମୁକ୍ତି ଚିକିତ୍ସା ପାଇଁ ମାନସିକ ରୋଗ...

Odisha flood Compensation: ଦଶହରା ପୂର୍ବରୁ ମିଳିବ ବର୍ଷା-ବନ୍ୟା କ୍ଷତିପୂରଣ, ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: ଚଳିତ ବର୍ଷ ଲଗାଣ ବର୍ଷା ଓ ବନ୍ୟାରେ ପ୍ରଭାବିତ ଓଡ଼ିଶାବାସୀଙ୍କ ପାଇଁ ବଡ଼ ଖବର। ରାଜୀବ ଭବନରେ ବୁଧବାର...

Odisha CEO VRS: ଦୁଇ ବର୍ଷ ଚାକିରି ବାକି ଥାଇ ଭିଆରଏସ୍‌ ଆବେଦନ, ଆର୍‌. ସନ୍ଥଗୋପାଳନଙ୍କ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ମହଲରେ ଏବେ ଚର୍ଚ୍ଚାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର୍‌. ସନ୍ଥଗୋପାଳନଙ୍କ ଭିଆରଏସ୍‌ ଆବେଦନ।...

Soumyaranjan Death Case: ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ବଡ଼ ମୋଡ଼, ଗିରଫ ହେଲେ ରୋଷେୟା ମନ୍ମଥ; ବିଦ୍ୟାଭାରତୀଙ୍କ ଆବେଦନ ଖାରଜ

ଭୁବନେଶ୍ଵର: ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ନୂଆ ମୋଡ଼ ଆସିଛି। ଦୀର୍ଘଦିନ ଧରି ପୁଲିସକୁ ଏଡ଼ାଇ ଚାଲିଥିବା...