Odisha News
ମହାପ୍ରଭୁଙ୍କ ପହଣ୍ଡିରେ ବିଶୃଙ୍ଖଳା! ନଥିଲା ଟାହିଆ, ବନ୍ଦ ହେଲା ଘଣ୍ଟ-ମର୍ଦ୍ଦଳ; କାରଣକୁ ନେଇ ବଢ଼ିଲା ଚର୍ଚ୍ଚା
ପୁରୀ: ଚଳିତ ବର୍ଷର ଶ୍ରୀଗୁଣ୍ଡିଚା ରଥଯାତ୍ରାରେ ପହଣ୍ଡି ସମୟରେ କିଛି ଅସାଧାରଣ ଘଟଣାକୁ ନେଇ ଭକ୍ତଙ୍କ ଗହଣରେ ଚର୍ଚ୍ଚା ଜୋର...
ପ୍ରଶାସନର ନିର୍ଦ୍ଦେଶକୁ ମାନିଲେନି ସେବାୟତ! ରଥ ଉପରେ ଶ୍ରୀଜୀଉଙ୍କୁ ପଛ କରି ସେଲ୍ଫି ଉଠାଇଲେ
ପୁରୀ: ରଥଯାତ୍ରାରେ ଏଥର ମଧ୍ୟ ଶ୍ରୀମନ୍ଦିର ପ୍ରଶାସନର ବ୍ୟବସ୍ଥାବଳୀକୁ କେତେକ ସେବାୟତ ବେଖାତିର କରିଥିବା ଅଭିଯୋଗ ଉଠିଛି। ରଥ ଉପରେ...
ବିଉଟି ମହାନ୍ତି ମୃତ୍ୟୁ ମାମଲା: ଆସିଲା ୮ ଲକ୍ଷ ପୃଷ୍ଠାର ମୋବାଇଲ୍ ଡାଟା, ତଦନ୍ତ ପାଇଁ ଗଠନ ହୋଇଛି ୩ଟି ସ୍ୱତନ୍ତ୍ର ଟିମ୍
କଟକ: ଚାଉଳିଆଗଞ୍ଜ ଥାନାର ଆଇଆଇସି ବିଉଟି ମହାନ୍ତିଙ୍କ ମୃତ୍ୟୁ ଘଟଣାର ତଦନ୍ତରେ କମିସନରେଟ୍ ପୁଲିସକୁ ବଡ଼ ସଫଳତା ମିଳିଛି। ଭୁବନେଶ୍ୱରସ୍ଥିତ...
ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା; ଓଡ଼ିଶା ସମେତ ୧୫ ରାଜ୍ୟକୁ IMDର ସତର୍କ ସୂଚନା
ନୂଆଦିଲ୍ଲୀ : ଭାରତୀୟ ପାଣିପାଗ ବିଭାଗ (IMD) ଦେଶର ଏକାଧିକ ରାଜ୍ୟ ପାଇଁ ପ୍ରବଳ ବର୍ଷା ଓ ଝଡ଼ବର୍ଷା ନେଇ...
ବିନା କୋଚିଂରେ ପ୍ରଥମ ପ୍ରୟାସରେ ନିଟ୍ରେ ସଫଳତା; ସୋନପୁରର ଅନୁତ୍ତମ ଆଣିଲେ ଗୌରବ
ସୋନପୁର: ସୋନପୁର ଜିଲ୍ଲାର ଗଡ଼ଭିତର ଅଞ୍ଚଳର ଛାତ୍ର ଅନୁତ୍ତମ ପାଣିଗ୍ରାହୀ ଜାତୀୟସ୍ତରୀୟ ନିଟ୍ (NEET) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା...
ରଥାରୂଢ଼ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀରେ ଅସମ୍ଭାଳ ଭିଡ଼; ବଦଳିଲା ଟ୍ରାଫିକ ବ୍ୟବସ୍ଥା
ପୁରୀ: ରଥାରୂଢ଼ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଏହାର ପ୍ରଭାବରେ ଭୁବନେଶ୍ୱର–ପୁରୀ ୩୧୬ ନମ୍ବର...
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଶ୍ରୀଜୀଉମାନଙ୍କ ଆଡପମଣ୍ଡପ ବିଜେ
ପୁରୀ: ରଥଟଣା ସରିଲା! ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ଲାଗିଲା ମହାପ୍ରଭୁଙ୍କ ତିନି ରଥ । ତାଳଧ୍ୱଜ, ଦର୍ପଦଳନ ଏବଂ...
ରଥଯାତ୍ରାରେ ବଢ଼ୁଛି ଭିଡ଼; ଛୋଟଛୁଆ, ବୃଦ୍ଧ ଓ ଅସୁସ୍ଥଙ୍କୁ ନଆସିବାକୁ ଡିଜିପିଙ୍କ ଅପିଲ୍
ପୁରୀ:ପୁରୀ ଶ୍ରୀକ୍ଷେତ୍ରରେ ଚାଲିଥିବା ରଥଯାତ୍ରାକୁ ନେଇ ଭକ୍ତଙ୍କ ସମାଗମ ଲଗାତାର ବଢ଼ୁଛି। ଡିଜିପିଙ୍କ ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ପ୍ରାୟ ୪ରୁ...
ପାଠ୍ୟପୁସ୍ତକ ତ୍ରୁଟି ମାମଲା: OSEPA, SCERT ଓ ମୁଦ୍ରଣାଳୟରେ କ୍ରାଇମବ୍ରାଞ୍ଚର ଛାନଭିନ୍; ଉଠିଲା ଦୁର୍ନୀତିର ଅଭିଯୋଗ
ଭୁବନେଶ୍ୱର: ରାଜ୍ୟର ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ଚାଲିଥିବା ତଦନ୍ତକୁ କ୍ରାଇମବ୍ରାଞ୍ଚ ଆହୁରି ତୀବ୍ର କରିଛି। ଶୁକ୍ରବାର କ୍ରାଇମବ୍ରାଞ୍ଚର ଦୁଇ ଜଣିଆ...
‘ମହାପ୍ରଭୁ ଜଗନ୍ନାଥ’ ଆନିମେସନ ଫିଲ୍ମ ରିଲିଜ୍ରେ ସୁପ୍ରିମକୋର୍ଟଙ୍କ ରୋକ, ରଥଯାତ୍ରା ନ ସରିବା ପର୍ଯ୍ୟନ୍ତ ମୁକ୍ତିଲାଭ ନାହିଁ
ନୂଆଦିଲ୍ଲୀ:‘ମହାପ୍ରଭୁ ଜଗନ୍ନାଥ’ ଆନିମେସନ ଫିଲ୍ମର ମୁକ୍ତିଲାଭ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି। ଓଡ଼ିଶା ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶକୁ କାଏମ ରଖି...
ବିୟୁଟି ମହାନ୍ତି ମୃତ୍ୟୁ ମାମଲା: ତଦନ୍ତରେ ୩ ସ୍ୱତନ୍ତ୍ର ଟିମ୍, ଡିଜିଟାଲ୍ ପ୍ରମାଣ ଉପରେ ଫୋକସ୍
କଟକ: ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ତଦନ୍ତକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ କଟକ...
ରଥଯାତ୍ରାରେ କାହିଁକି ମହାପ୍ରଭୁଙ୍କ ମସ୍ତକରେ ନଥିଲା ଟାହିଆ? ସ୍ପଷ୍ଟୀକରଣ ଦେଲେମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ
ପୁରୀ: ଚଳିତ ବର୍ଷର ରଥଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମସ୍ତକରେ ପାରମ୍ପରିକ ଟାହିଆ ନ ଥିବା ଘଟଣା ଭକ୍ତମାନଙ୍କ ଭାବନାକୁ ଆଘାତ...
