Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha News

ଭିଜିଲାନ୍ସର ଏ ପର୍ଯ୍ୟନ୍ତ ଚଢ଼ାଉରେ ଏହା ସବୁଠାରୁ ବଡ ଚଢ଼ାଉ ! ଖଣି ଅଧିକାରୀଙ୍କ ଘରୁ ଜବତ ହୋଇଛି ୪କୋଟିରୁ ଅଧିକ ଟଙ୍କା

ଭୁବନେଶ୍ୱର,୨୫|୨: ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ | କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରେ ଭିଜିଲାନ୍ସ...

କେରଳ ହେବ ‘କେରଳମ୍’; କେନ୍ଦ୍ର କ୍ୟାବିନେଟର ନାମ ପରିବର୍ତ୍ତନକୁ ମିଳିଛି ମଞ୍ଜୁରୀ

ନୂଆଦିଲ୍ଲୀ,୨୪|୨: କେରଳ ହେବ ‘କେରଳମ୍’ | ଆଜି କେନ୍ଦ୍ର କ୍ୟାବିନେଟରେ କେରଳର ନାମ ପରିବର୍ତ୍ତନ କରି ‘କେରଳମ୍’ କରିବା ପ୍ରସ୍ତାବକୁ...

ଆଇଏଏସ୍ ଅଧିକାରୀ ଅରିନ୍ଦମ ଡାକୁଆଙ୍କ ନାଁରେ ଟଙ୍କା ଲୁଟୁଛନ୍ତି ସାଇବର ଠକ!

ଭୁବନେଶ୍ୱର,୨୪|୨: ଆଇଏଏସ ଅଧିକାରୀ ମାନଙ୍କୁ ମଧ୍ୟ ସାଇବର ଠକ ମାନଙ୍କର ଡର ନାହିଁ | ବରିଷ୍ଠ ଆଇଏଏସ ଅଧିକାରୀ ଅରିନ୍ଦମ...

ଦୁଇଟିି ଟିମରେ ହେବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଗଣତି ମଣତି ପ୍ରକ୍ରିୟା – ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ

ଭୁବନେଶ୍ୱର,୨୪|୨: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ | ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତାରେ...

ବିରୋଧୀଙ୍କ ହୋହଲ୍ଲା ଭିତରେ ବିଧାନସଭା ଅଚଳ;

ଭୁବନେଶ୍ୱର,୨୪|୨: ଚଳିତ ମାସ ୧୭ରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଛି | ଆଉ ବିଧାନସଭା ଅଧିବେଶନ ଆରମ୍ଭରୁହିଁ ବିରୋଧୀଙ୍କ...

ଲିଙ୍ଗିପୁର ସୁପରମାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୨୪|୨: ଭୁବନେଶ୍ୱରର ଲିଙ୍ଗିପୁର ନକଟରେ ଥିବା ସୁପରମାର୍ଟର ତୃତୀୟ ମହଲାରେ ଘଟିଛି, ଏକ ଭୟଙ୍କର ଅଗ୍ନିକାଣ୍ଡ | ଯେଉଁଥିରେ ଗତକାଲି...

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ! ତାରାତାରିଣୀରୁ ଉଡ଼ିଲା ପବନହଂସ; ଆକାଶମାର୍ଗରୁ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବେ ପର୍ଯ୍ୟଟକ

ଗଞ୍ଜାମ,୨୩ା୨: ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ! ଗଞ୍ଜାମ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ଆଣିବାକୁ ସରକାର ନେଇଛନ୍ତି ପଦକ୍ଷେପ |...

କୋର୍ଟ ସାମ୍ମାରେ ମର୍ମନ୍ତୁଦ ଦୁର୍ଘଟଣା, ମହିଳାଙ୍କୁ ଧକ୍କା ଦେଇ ମୁଣ୍ଡ ଉପରେ ଚଢିଗଲା ଇନୋଭା କାର୍

ଭୁବନେଶ୍ବର,୨୩।୨: ରାଜଧାନୀ ଭୁବନେଶ୍ବରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମହିଳାଙ୍କୁ ଧକ୍କା ଦେବା ସହିତ ମୁଣ୍ଡ ଉପରେ ଚଢି଼...

ବିଜେପିରେ ମିଶିବେ ଦିବଙ୍ଗତ ନେତା ଅନନ୍ତ ଦାସଙ୍କ ପୁଅ ଅଭିଜିତ

ଭୁବନେଶ୍ୱର,୨୩|୨: ଖୁବ ଶୀଘ୍ର ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି ବିଜେଡି ନେତା ଅନନ୍ତ ଦାସଙ୍କ ପୁରା ପରିବାର । ଅନନ୍ତ...

ବଜେଟ ଅଧିବେଶନର ଷଷ୍ଠ ଦିନରେ ବିରୋଧୀଙ୍କ ହଟ୍ଟଗୋଳ; ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ଵର,୨୩|୨ : ଗତ ୧୭ରୁ ଆରମ୍ଭ ହୋଇଛି ବିଧାନ ସଭା ବଜେଟ ଅଧିବେଶନ | ଆଉ ଆଜି ହେଉଛି ବିଧାନସଭା...

ନବବଧୂକୁ ନେଇ ଚମ୍ପଟ ମାରିଲା ପ୍ରେମିକ! ବର ସାଜିଲା ଶିଶୁପାଳ

ବଲାଙ୍ଗୀର,୨୨।୨: ବାହାଘର ସାରି କନ୍ୟାକୁ ସାଙ୍ଗରେ ଧରି ଘରକୁ ଫେରୁଥିଲା ବର । କିନ୍ତୁ ଫେରିବା ବାଟରେ ଅଧା ରାସ୍ତାରେ...

ଛାତ୍ରୀ ଗଣଦୁଷ୍କର୍ମ ମାମଲା:୫ ଅଭିଯୁକ୍ତ ଗିରଫ ; ରେଡ୍‌ ଫ୍ଲାଗ୍ ଘୋଷଣା କଲା କ୍ରାଇମବ୍ରାଞ୍ଚ

କେନ୍ଦ୍ରାପଡ଼ା,୨୨।୨ : କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଯେଉଁଠି ଏକ ୭ମ...