Odisha News
ବିଜେଡିର ସଂସଦୀୟ ଦଳର ନେତା ହେଲେ ମାନସ ମଙ୍ଗରାଜ! ଉପନେତା ହେଲେ ସାଂସଦ ସୁଲତା ଦେଓ
ଭୁବନେଶ୍ୱର : ନିକଟରେ ବିଜେଡି ରାଜ୍ୟସଭାର ସଂସଦୀୟ ଦଳ ନେତା ପଦବୀରୁ ସସ୍ମିତ ପାତ୍ରଙ୍କ ଇସ୍ତଫା ଦେବା ପରେ ଚର୍ଚ୍ଚା...
ରାଜ୍ୟରେ ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି; ଆସନ୍ତା ୧୮ ଯାଏଁ ତାତିରୁ ନାହିଁ ନିସ୍ତାର
ଭୁବନେଶ୍ୱର, ୧୩ | ୪ : ରାଜ୍ୟରେ ଏବେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି । ଯାହା...
ସ୍ତ୍ରୀକୁ ହତ୍ୟା କରି ପାଇଖାନା ଟାଙ୍କିରେ ପୋତିଦେଲା ସ୍ଵାମୀ; ପୁଅ କହିଦେଲା ସବୁ ସତ
ନବରଙ୍ଗପୁର, ୧୩ |୪: କୁହାଯାଏ ସ୍ୱାମୀ ଆଉ ସ୍ତ୍ରୀର ସମ୍ପର୍କ ସାତ ଜନ୍ମ ପାଇଁ | ସ୍ତ୍ରୀ ସ୍ୱାମୀକୁ ଦେବତା...
ଦଣ୍ଡ ନାଚ ଦେଖି ଫେରୁଥିବା ବେଳେ ମୃତ୍ୟୁ…
ଗଞ୍ଜାମ, 13|4 : ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଦଣ୍ଡ ନାଚ ଦେଖି ଘରକୁ ଫେରୁଥିବା ବେଳେ ଘଟିଛି ଏକ ଦୁର୍ଘଟଣା...
ଆଉ ନାହାଁନ୍ତି ପ୍ରସିଦ୍ଧ ଗାୟିକା ଆଶା ଭୋସଲେ; ୯୨ ବର୍ଷରେ ମୁମ୍ୱାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
ନୂଆଦିଲ୍ଲୀ, ୧୨।୪: ସଙ୍ଗୀତ ଜଗତରୁ ଏକ ଦୁଃଖଦ ଖବର ଆସିଛି। ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କ ୯୨ ବର୍ଷରେ ପରଲୋକ...
ପରଲୋକରେ ଗାୟିକା ଆଶା ଭୋସଲେ, ସଙ୍ଗୀତ ଜଗତରେ ଗୋଟିଏ ଯୁଗର ଅବସାନ
ଆଉ ଶୁଭିବନି ଆଶା ଭୋସଲେଙ୍କ କଣ୍ଠସ୍ୱର । ଭାରତର ପ୍ରସିଦ୍ଧ କଣ୍ଠଶିଳ୍ପୀ ଆଶା ଭୋସଲେଙ୍କ ପରଲୋକ । ୯୨ ବର୍ଷ...
ବବି ଦାସ ଓ ଭିକେ ପାଣ୍ଡିଆନଙ୍କ କଳା କାରନାମା ଉପରେ ଆଉ ଥରେ ଅଭିଯୋଗ ଆଣିଲେ ସୂଚନା ଅଧିକାରୀ କର୍ମୀ ପ୍ରଦୀପ ପ୍ରଧାନ
ଭୁବନେଶ୍ୱର , ୧୨ | ୪: ଦିନକ ତଳେ ବବିଦାସଙ୍କ ଘରେ ବ୍ୟବହାର ହୋଇଥିବା ଖାଣ୍ଡେଲାଇଟ୍ ପଥରକୁ ନେଇ ଚର୍ଚ୍ଚା...
୧୬ ବର୍ଷ ଅଲଗା ରହିଲେ ମଧ୍ୟ ଛାଡ଼ପତ୍ର ମିଳିବ ନାହିଁ : ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ମତ
ନୂଆଦିଲ୍ଲୀ, 11|4 : ଏକ ରୋଚକ ମାମଲାରେ ସୁପ୍ରିମକୋର୍ଟ ଜଣେ ୫୪ ବର୍ଷୀୟ ବ୍ୟକ୍ତିଙ୍କ ଛାଡ଼ପତ୍ର ଆବେଦନକୁ ଖାରଜ କରିଛନ୍ତି...
ବିମାନରେ ପାଖାପାଖି ବସିଲେ ନବୀନ-ପୀତାମ୍ବର! ବଢୁଛି ଚର୍ଚ୍ଚା
ଭୁବନେଶ୍ୱର,୧୧।୪: ବିଜେପିର ଆଡ଼ଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଏବଂ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ନେଇ ଏକ ନୂଆ...
ନିର୍ବାଚନ ପୂର୍ବରୁ ପାର୍ଥ ଚାଟାର୍ଜୀଙ୍କ ଘରେ ଇଡି ଚଢ଼ାଉ, ପୁଣି ଚର୍ଚ୍ଚାରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି
ପଶ୍ଚିମବଙ୍ଗ, 11|4 : ପଶ୍ଚିମବଙ୍ଗରେ ଆସନ୍ତା ନିର୍ବାଚନ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି...
ଭୁବନେଶ୍ୱରର ୟୁନିଟ୍-୬ ଅଞ୍ଚଳରୁ ସନ୍ଦିଗ୍ଧ ଆତଙ୍କବାଦୀକୁ ଗିରଫ କରିଛି ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ
ଭୁବନେଶ୍ୱର, ୧୧ |୪ : ରାଜଧାନୀରୁ ଜଣେ ଆତଙ୍କବାଦୀ ଗିରଫ କରିଛି ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ । ସୂଚନା ଅନୁସାରେ...
ମୁମ୍ବାଇରେ ଭୟାବହ ଅଗ୍ନିକାଣ୍ଡ: ସିଲିଣ୍ଡର ବିସ୍ଫୋରଣରେ ୩ ମୃତ, ଅନେକ ଆହତ
ମୁମ୍ବାଇ, 11|4 : ମୁମ୍ବାଇ ନିକଟବର୍ତ୍ତୀ ଭାୟନ୍ଦର ପୂର୍ବ ଅଞ୍ଚଳରେ ଥିବା ଏକ ବେଆଇନ ବସ୍ତିରେ ଶୁକ୍ରବାର ବିଳମ୍ବିତ ରାତିରେ...
