Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୁତୁରପଙ୍କ ଆୟୁର୍ବେଦ ଚିକିତ୍ସାଳୟ ପରିସରରେ ଆନ୍ତର୍ଜାତିୟ ଯୋଗ ଶିବିର ପାଳିତ

ବୀରମହାରାଜପୁର : ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଠାରେ ଥିବା ଆୟୁର୍ବେଦ ଚିକିତ୍ସାଳୟ ପରିସରରେ ଡ଼ା. ଅର୍ଚନା ପାଢ଼ୀ ଙ୍କ ନେତୃତ୍ୱ ରେ ଯୋଗ ଦିବସ ପାଳିତ ହୋଇଯାଛି l ଆଜିର ଏହି ଯୋଗ ଶିବିରରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି,ଭାବରେ ଯୋଗଦେଇ ଥିଲେ I ଏ ଅବସରରେ ଔଷଧୀୟ ବୃକ୍ଷ ରୋପଣ କରିବା ସହ ଯୋଗ ଶିବିରରେ ଅଂଶ ଗ୍ରହଣ କରିଥିବା ଛାତ୍ର ଏବଂ ଛାତ୍ରୀଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ