ଖଣ୍ଡହତା ରେ ବିଶ୍ଵ ଯୋଗ ଦିବସ ପାଳିତ
ବୀରମହାରାଜପୁର : ବିଶ୍ୱ ଯୋଗ ଦିବସ ଉପଲକ୍ଷେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ବରିଷ୍ଟ ନାଗରିକ ସଂଗଠନ ରେ ବିଶ୍ଵ ଯୋଗ ଦିବସ ପାଳିତ ହୋଇଯାଇଛି I ଅନୁଷ୍ଠାନ ର ସଭାପତି ବ୍ରଜଗୋପାଳ ମହାପାତ୍ର, ଉପଦେଷ୍ଟା ଅକ୍ଷୟ କୁମାର ମିଶ୍ର ଯୋଗ ବିଷୟରେ ସମସ୍ତ ସଭ୍ୟ ସଭ୍ୟା ମାନଙ୍କୁ ଅବଗତ କରାଇ ଥିଲେ I ପଚାଶ ରୂ ଅଧିକ ଯୋଗ ଦେଇଥିଲେ I ଏ ମାନଙ୍କ ମଧ୍ୟରେ ଗଙ୍ଗାଧର ସାହୁ, ଜନ୍ମଜୟ ମିଶ୍ର, ରତ୍ନାକର ପଧାନ, ଗଙ୍ଗାଧର ଚୌଧୁରୀ, ସମ୍ପାଦକ ଘଂସିରାମ ମଲ୍ଲିକ,ଶ୍ରୀନିଵାସ ଦେହୁରୀ, ଧ୍ୟ୍ୟlନ କର୍ଣ୍ଣ, ପ୍ରହଲ୍ଲାଦ ନାୟକ, ଆହୁରି ଅନେକ ସଭ୍ୟ, ସଭ୍ୟା ଯୋଗ ଦେଇଥିଲେ I

