Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବସରପ୍ରାପ୍ତ ଫାର୍ମାସୀଷ୍ଟ ଧୃବ ଚରଣ ଦାଶ ଙ୍କ ପରଲୋକ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଚମ୍ପାପୁର ସ୍ଥିତ ତାଙ୍କ ବାସଭବନରେ ଅବସର ପ୍ରାପ୍ତ ସ୍ୱାସ୍ଥ୍ୟ ବିଭାଗ ଫାର୍ମାସିଷ୍ଟ ବୀରମହାରାଜପୁର ମହିଳା ମହାବିଦ୍ୟାଳୟ ର ପ୍ରତିଷ୍ଠାତା ସଦସ୍ୟ ତଥା କୋଷାଧକ୍ଷ , ବରିଷ୍ଠ ନାଗରିକ ସଂଗଠନ ର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ଧ୍ରୁବ ଚରଣ ଦାଶ ଙ୍କ ଆଜି ପୂର୍ବାହ୍ନ 10 ଘଣ୍ଟା 30ମି. ରେ ପରଲୋକ ହୋଇଯାଇଛି I ବାର୍ଦ୍ଧକ୍ୟ ଜନିତ ରୋଗ ରେ ସେ ବହୁଦିନରୁ ପୀଡିତ ଥିଲେ ପରୋପକାରୀ , ମେଳାପି, ଧାର୍ମିକ, ଲୋକ ପ୍ରିୟ ହିସାବରେ ଅଞ୍ଚଳରେ ସେ ଜଣାଶୁଣା ଥିଲେ l ଖବରପାଇ ବହୁ ବିଶିଷ୍ଟ ମାନ୍ୟଗଣ ବ୍ୟକ୍ତି ଶ୍ରୀ ଦାସ ଙ୍କ ଶେଷ ଦର୍ଶନ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ