Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶଡକ ଦୁର୍ଘଟଣା ରେ ଜଣେ ମୃତ ଅନ୍ୟ ଜଣେ ଗୁରୁତର

ଉଲୁଣ୍ଡା : ସମ୍ବଲପୁର- ସୋନପୁର ମୁଖ୍ୟ ରାସ୍ତା ରେ ଗୁରୁବାର ରାତି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ମାଟୁପାଲି ଗାଁ ନିକଟରେ ଏକ ଅଜଣା ଗାଡ଼ି ବାଇକକୁ ଧକ୍କା ଦେଇ ଫେରାର ହୋଇଯାଇଛି । ଦୁର୍ଘଟଣାରେ ବଳାରଙ୍ଗା ଗାଁର ଭୁବନେଶ୍ୱର ମହାକୁରଙ୍କ ମୃତ୍ୟୁ ଘଟିଥିବାବେଳେ ଭରତ ମହାକୁର ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ