ସୋନପୁର-ବୀରମହାରାଜପୁର ମୁଖ୍ୟ ରାସ୍ତାର କୁମାରକେଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ ଯୁବକର ମୃତ୍ୟୁ
ବୀରମହାରାଜପୁର : ସୋନପୁର-ବୀରମହାରାଜପୁର ମୁଖ୍ୟ ରାସ୍ତା କୁମାରକେଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକର ମୃତ୍ୟୁ ଘଟିଛି l ମୃତକ ଜଣକ ମହଦା ପlଲିଗାଁ ର ବାବୁଲୁ ସାହୁ 24 (ବର୍ଷ) ବୋଲି ଜଣାପଡିଛି l ରବିବାର ରାତିରେ କୁମାରକେଳି ଠାରେ ଏକ ଅଜଣା ଗାଡ଼ିରେ ଧକା ହୋଇ ଥିବା ଖବର ପାଇ ଦମକଳ ଗାଡ଼ି ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନାକୁ ତୁରନ୍ତ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l

