Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁଧାଂଶୁଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ

ଭୁବନେଶ୍ୱର: ସାମ୍ବାଦିକ ସୁଧାଂଶୁ ରାଉତ ଗିରଫ! ହତ୍ୟା ଉଦ୍ୟମ, ଧମକ ଚମକ ଦେବା ମାମଲାରେ ଖଣ୍ଡଗିରି ଥାନା ପୋଲିସ ତାଙ୍କୁ ଗିରଫ କରିଛି | ସେ ପାଠ୍ୟ ପୁସ୍ତକରେ ଥିବା ହଜାରରୁ ଅଧିକ ତ୍ରୁଟି ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ନାମରେ ମିଛ ଅପପ୍ରଚାର କରିଥିଲେ | ମନ୍ତ୍ରୀ ତାଙ୍କୁ ଏ ବିଷୟକୁ ଚାପିଦେବାକୁ ୫ ଲକ୍ଷ ଟଙ୍କା ଜଚିଥିବା ନେଇ ସେ ମିଛ ପ୍ରଚାର କରିଥିଲେ | ପରେ ଏହି ଘଟଣାର ଏକ ଅଡିଓ କାଳ ଭାଇରଲ ହୋଇଥିଲା ଯେଉଁଥିରୁ ପ୍ରକୃତ ସତ ସାମ୍ନାକୁ ଆସିଥିଲା | ଆଉ ଏବେ ଖନ୍ଡାଗିରି ଥାନା ପୋଲିସ ଶେଷରେ ଗିରଫ କରିଥିବା ସୂଚନାରୁ ଜଣାପଡିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ