Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାଇୱା ଧକ୍କାରେ ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ ଛିଣ୍ଡିଲା ଜିଓ ତାର: ବହୁ ଅଞ୍ଚଳରେ ନେଟୱାର୍କ ବିଛିର୍ନ୍ନ

ସମ୍ବଲପୁର :ଆଜି ରାତି ସାଢେ଼ ଆଠଟା ସମୟରେ ସଦର ଥାନା ଅନ୍ତର୍ଗତ ତୁମ୍ଭେସିଂହା ଗ୍ରାମରେ ଏକ ହାଇୱା ଗାଡ଼ିର ଡାଳାବାଜି ଗ୍ରାମରେ ବିଦ୍ୟୁତ୍ ତାର ଛିଣ୍ଡିବା ସହ ବିଦ୍ୟୁତ୍ ଖୁଣ୍ଟ ମଧ୍ୟ ଭାଙ୍ଗିଯାଇଛି ଏହା ସହ ମୋବାଇଲ୍ ନେଟୱର୍କ ଜିଓ ର ତାର ମଧ୍ୟ ଛିଣ୍ଡିଛି ଯେଉଥି ପାଇଁ ମୋବାଇଲ୍ ରେ ଜିଓ ନେଟୱର୍କ ନଥିଵାରୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ତେବେ ଜିଓ ତାର ଛିଣ୍ଡିଯିବାରୁ ନକ୍ସାପାଲି,ଖଇରପାଲି, ଗୁଲୁଣ୍ଡା, ହାଲିପାଲି,ଧନୁପାଲି, ମାନେଶ୍ୱର, ମଠପାଲି,ରାସନପୁର, ଏନଏସସିବି କଲେଜ୍ ଛକ, ଯୁଜୁମୁରା, କୟାକୁଦ୍, ହାତୀବାରି, ନୂଆଁବରଙ୍ଗାମାଲ୍, ଗହିରପାଲି, ବିରସିଂହଗଡ, କଂସର, ବସିଆପଡ଼ା ମୁଣ୍ଡେର ପ୍ରମୁଖ ସମ୍ବଲପୁର ବିଭିନ୍ନ ଅଞ୍ଚଲରେ ଜିଓ ସେବା ବ୍ୟାଘତ ହୋଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ