Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାରସୁଗୁଡାରେ ୨୨ରେ ଖୋଲିବ ସ୍କୁଲ

ଝାରସୁଗୁଡା: କିଛି ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ସ୍କୁଲ ଖୋଲାଯିବ କି ନାହିଁ ସେଇେ ଜିଲ୍ଲାପାଳ ନିଷ୍ପତି ନେବେ ବୋଲି ରାଜ୍ୟ ସରକାର କହିଥିଲେ। ଏହାକୁ ଦୃଷ୍ଟିରେ ରଖି ଝାରସୁଗୁଡାରେ ୨୨ ତାରିଖରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ରାଜ୍ୟରେ ତାପମାତ୍ରା ପୃଥକ୍‌ ରହୁଛି। ବିଶେଷ କରି ପଶ୍ଚିମ ଓଡିଶାରେ ତାପମାତ୍ରା ଅଧିକ ରହୁଛି। ତେବେ ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହାପରେ ଝାରୁସୁଗୁଡା ଜିଲ୍ଲାପାଳ ସ୍କୁଲ ଖୋଲିବା ନେଇ ଏକ ନୋଟିସ ଜାରି କରିଛି । ୨୨ ରୁ ୨୪ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେବ।ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।