Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାଲକମ୍ବା ନୋଡାଲ ହାଇସ୍କୁଲ ପରିସରରେ ୭୪ତମ ବନ ମୋହତ୍ସ୍ବବ ଅନୁଷ୍ଠିତ

ରାୟଗଡ଼ା ଜିଲ୍ଲା ଗୁଣପୁର ରେଞ୍ଜ ପଦ୍ମପୁର ବନା ଅଞ୍ଚଳ ଆମ୍ଭାବାଡ଼ି ବିଟରେ ଆଜି ବନମୋତ୍ସବ ପାଲନ ହୋଇଯାଇଛି। ପଦ୍ମପୁର ବନପାଳଙ୍କ ତତ୍ବାବାନରେ ସ୍କୁଲ ପରିସରରେ ବିଭିନ୍ନ ପ୍ରଜାତି ର ଚାରା ଲଗାଇ ଥିଲେ। ଏହି କାର୍ଯ୍ୟକ୍ରମରେ ଗୁଣପୁର ତାଳୁକା ଆଇନ୍ ସେବାର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ଶେକ୍ ମହମ୍ମଦ କ୍ୱାୟିସ, ସବ ଜର୍ଜ ସନ୍ତୋଷ କୁମାର ମହାପାତ୍ର, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ଶାନ୍ତାଶ୍ରି ମହାନ୍ତି,ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ଦେବାନ୍ ସତ୍ୟଦର୍ଶି ନନ୍ଦ,ଓକିଲ ସଂଘର ସଭାପତି ଶ୍ରୀ ଉମା ଚରଣ ପଟ୍ଟନାୟକ,ଓକିଲ ରମେଶ ଚନ୍ଦ୍ର ଲିମା, ଡେପୁଟି ରେଞ୍ଜର ଶ୍ରୀ ନୀଳମାଧବ ପାଢ଼ୀ, ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ମୃତ୍ୟୁଞ୍ଜୟ ସ୍ୱାଇଁ ସମେତ ଅନେକ ଭଦ୍ର ବ୍ୟକ୍ତି ମଧ୍ୟ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ