ସମ୍ବଲପୁର(ହୀରାକୁଦ):ଆଜି ସମ୍ବଲପୁର ମହାନଗର ନିଗମର ନୂତନ କମିଶନର ଭାବେ ଯୋଗ ଦେଇଥିବା ବେଦ ଭୂଷଣଙ୍କୁ ଭେଟି ସ୍ୱାଗତ କରିବା ସହିତ ହୀରାକୁଦ ଅଞ୍ଚଳରେ ରହିଥିବା ସମସ୍ୟା ଓ ସଫେଇ ଗାଡି ଚାଲକ ଓ ଖଲାସୀମାନଙ୍କ ବିଭିନ୍ନ ସମସ୍ୟା ଉପରେ କମିଶନରଙ୍କ ସହ ଆଲୋଚନା କରାଇଯାଇଛି |ଏଥିରେ ସଞ୍ଜିତ ମହାନ୍ତି ରାଜ୍ୟ ସମ୍ପାଦକ , ହିନ୍ଦ୍ ମଜଦୂର୍ ସଭା, ଓଡ଼ିଶା, ସମାଜ ସେବୀ କାର୍ତିକ କଲେତ, ଯୁବ ନେତା ସ୍ୱାଧୀନ ପଣ୍ଡା, ଛାତ୍ର ନେତା ଦେବଜ୍ୟୋତି ପଟ୍ଟନାୟକ, ସୁମିତ ପଟେଲ, ଓ ସୁନୀଲ ସେଠ, ଅଶୋକ ମହାନଦ,ଖଗେଶ୍ୱର ଦୋରା ପ୍ରମୁଖ ଉପସ୍ଥିତ ରହିଥିଲେ।
ହୀରାକୁଦ ସମସ୍ୟା ନେଇ ମହାନଗର କମିଶନରଙ୍କୁ ଭେଟିଲେ ପ୍ରତିନିଧି
