Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ରାପଥରେ ପଡିଛି ଅଜଗର କାହାର ନଜର ନାହିଁ

ସମ୍ବଲପୁର(ନିଲଡୁଙ୍ଗରୀ): ବ୍ୟବସାୟରେ ମାତିଛି ସରକାର। ସରକାରର ଦୃଢ ଶକ୍ତି ଅଭାବରୁ ନିଳଡୁଙ୍ଗରୀ ପରି ଏକ ପ୍ରାକୃତିକ ସଂପତ୍ତି ପ୍ରତି କାହାର ନଜର ନାହିଁ।ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜର ନେତୃତ୍ୱ କଣ ଜାଣିି ପାରିଲେନି ବୋଲି ଜାତୀୟ ରାଜପଥରେ ଏଭଳି ଘଟୁଛି ଘଟଣା। ବୃହତ ମାର୍କେଟ୍ ଟର୍ମିନାଲ୍ ହେଲାନି ସତ କିନ୍ତୁ ଦ୍ୱିତୀୟ ଚିଡିଆ ଖାନା ମଧ୍ୟ କ’ଣ ସ୍ୱପ୍ନ ହୋଇ ରହିଯିବ ? ଏ ବିଜେଡି ସରକାରରେ ! ନାଁ ଏ ଯିବ ଯନ୍ତୁଙ୍କ ଜୀବନ ସୁରକ୍ଷା କୁ ସମ୍ମାନ ଦେଇ ପାରିଛି ରାଜ୍ୟ କି କେନ୍ଦ୍ର ? ମିଳି ଭଗତେରେ କେନ୍ଦ୍ର ଓ ରାଜ୍ୟ କାମ କରୁଥିବାରୁ ଜୀବନ ରେଖାରେ ପଶ୍ଚିମ ଓଡିଶା ଏବେ ସ୍ତବ୍ଧ ହୋଇ ଯାଇଛି ସତ କିନ୍ତୁ ନିଲଡୁଙ୍ଗରି ଭଳି ଏକ ପ୍ରାକୃତିକ ସଂପତ୍ତିକୁ ସମ୍ମାନ ନଦେଇ ଯଦି ଏଭଳି ଜୀବ ଯନ୍ତୁ ଉପରେ ଗାଡି ଚଢି ଉଠୁଛି ଏଥିପାଇଁ ଦାୟି କିଏ ଓ ଏଥିପାଇଁ କିଏ ହେବ ଉତ୍ତରଦାୟୀ ଏହାବି ସ୍ୱଷ୍ଟ ହେବା ଆବଶ୍ୟକ ବୋଲି ଏହି ପ୍ରତିନିଧିଙ୍କୁ କିଛି ବିଜ୍ଞ ଲୋକ ପ୍ରଶ୍ନ କରିଛନ୍ତି। ହେଲେ ଏ ଉତ୍ତର ଦେବ କିଏ ? ଏହାକୁ ନେଇ ପ୍ରଶ୍ନ ଉଠିଥିବା ବେଲେ ରାଜ୍ୟ ସରକାରଙ୍କ କୌଣସି ଅଧିକାରୀ ଅବା ତାଙ୍କ ମୁଖପାତ୍ର କିଛି ସ୍ୱଷ୍ଟ ମନ୍ତବ୍ୟ ରଖିବେ ବୋଲି ଆଶା ରଖିଛି ଏହି ଗଣମାଧ୍ୟମର ଜନ ପ୍ରତିନିଧି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ