Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରବଳ ବର୍ଷା ଯୋଗୁଁ ଧୋଇ ହେଇଗଲା ପ୍ରଧାନମନ୍ତ୍ରୀ ସଡ଼କ, ରାସ୍ତା ବିଛିନ୍ନ

ଜମନକିରା : ପ୍ରବଳ ବର୍ଷା ଯୋଗୁଁ ଜମନକିରା ବ୍ଲକ ଖରସନମାଳ ପଞ୍ଚାୟତ କୁମୁକାପାଳି ରୁ ଭାଲୁଦୁଧିଆ କୁ ସଂଯୋଗ କରୁଥିବା ରାସ୍ତା ଧୋଇ ହୋଇଯାଇଛି। ପାଣି ରାସ୍ତାରେ ବଡ଼ ଘାଇ କରି ଦେଇଥିବା ଫଳରେ ସେହି ରାସ୍ତାରେ ଯାତାୟାତ କରୁଥିବା ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଇଛନ୍ତି। ଶୀଘ୍ର ବ୍ଲକ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତାକୁ ମରାମତି କରିବା ପାଇଁ ଦାବି ହେଉଛି।