ରବୀନ୍ଦ୍ର ପ୍ରସାଦ ଦାନୀ
ସ୍ଥାନୀୟ ପ୍ରତିନିଧି (ଜମନକିରା) ସମ୍ବଲପୁର
ଶିକ୍ଷକ ଅଭାବରୁ ବିଗିଡ଼ିଲା ଶୈକ୍ଷିକ ବାତାବରଣ: ଭାତପୁରା ବିଦ୍ୟାଳୟ ଫାଟକରେ ଝୁଲିଲା ତାଲା;ପ୍ରଶାସନିକ ପ୍ରତିଶ୍ରୁତି ଓ ଡିଇଓଙ୍କ ଆଶ୍ୱାସନା ପରେ ସାମୟିକ ଭାବେ ସ୍ଥଗିତ ରହିଲା ଗଣଆନ୍ଦୋଳନ
ଜମନକିରା : ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଓ ପ୍ରଶାସନିକ ଉଦାସୀନତା ବିରୋଧରେ ଶେଷରେ ଫୁଟି ଉଠିଛି ଜନଅସନ୍ତୋଷ। ଜମନକିରା...
ବ୍ଲକ୍ ସ୍ତରୀୟ ‘ହାଇ ଆଚିଭର କ୍ୟାମ୍ପ’ ଆୟୋଜିତ; ୩୫ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଶେଷ ପ୍ରଶିକ୍ଷଣ
ଜମନକିରା : ମେଧାବୀ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶ ତଥା ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ ଲକ୍ଷ୍ୟରେ ନଭେମ୍ବର ୧୬ ଓ ୧୭...
କୁଚିଣ୍ଡା ବ୍ଲକ ସ୍ତରୀୟ କ୍ରୀଡ଼ା ମହୋତ୍ସବ ଓ ନିଶାମୁକ୍ତ ଅଭିଯାନ
ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ କୁଲେଇଗଡ଼ ଖେଳପଡ଼ିଆଠାରେ ‘ମେରା ଯୁବା ଭାରତ’ ପକ୍ଷରୁ ଆୟୋଜିତ ବ୍ଲକ...
ଜମନକିରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମହାସମାରୋହରେ ଶିଶୁ ଦିବସ ପାଳିତ
ଜମନକିରା : ସ୍ଥାନୀୟ ଜମନକିରା ସରସ୍ୱତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଶିଶୁ ଦିବସ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର...
ତବଲାକଟା ଟୋଲ ଗେଟ୍ ବିବାଦ: ଅଭିଯୋଗ ଶୁଣାଣିରେ ୬ ପଞ୍ଚାୟତବାସୀଙ୍କ ଦାବି; ୨୦ କିମି ପରିଧିର ଗାଡ଼ିକୁ ଟୋଲ ଛାଡ଼ ପ୍ରତିଶ୍ରୁତି
ଜମନକିରା : ଭୋଜପୁର ନିକଟସ୍ଥ ତବଲାକଟା ଟୋଲ ଗେଟ୍ ଶୁଭାରମ୍ଭ ହେବାର ମାତ୍ର ଚାରି ଦିନ ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ...
ଜମନକିରା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ପ୍ରଚାର ପ୍ରସାର ଅଭାବ ଓ ଜିଲ୍ଲାପାଳ-ଏସ୍ପିଙ୍କ ଅନୁପସ୍ଥିତିକୁ ନେଇ ନିରାଶ ହେଲେ ଅଭିଯୋଗକାରୀ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହଠାରେ ଆଜି ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର...
ଟିକିଲିପଡ଼ା କନ୍ୟାଶ୍ରମରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଓ ‘ଅଭିଭାବକ ଆମ ଅଂଶୀଦାର’ କାର୍ଯ୍ୟକ୍ରମ ପାଳିତ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଟିକିଲିପଡ଼ା କନ୍ୟାଶ୍ରମ ପରିସରରେ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଜନଜାତିର...
ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଓ ‘ଜନଜାତୀୟ ଗୌରବ ଦିବସ’ ପାଳିତ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ବଡ଼ରମା ପଞ୍ଚାୟତ ସ୍ଥିତ ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ...
ଷଣ୍ଢପଥର ଆଶ୍ରମ ବିଦ୍ୟାଳୟରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଓ ‘ଜନଜାତୀୟ ଗୌରବ ଦିବସ’ ପାଳିତ
ଜମନକିରା : ଜମନକିରା ବ୍ଲକ ଅନ୍ତର୍ଗତ ବଡ଼ରମା ପଞ୍ଚାୟତ ସ୍ଥିତ ଷଣ୍ଢପଥର ଆଶ୍ରମ ବିଦ୍ୟାଳୟ ପରିସରରେ ଆଜି ମହାନ ସ୍ୱାଧୀନତା...
ତବଲାକଟା ଟୋଲ ଗେଟ୍ରେ ତୀବ୍ର ଉତ୍ତେଜନା; ସ୍ଥାନୀୟ ଗାଡ଼ିକୁ ଟୋଲ ମୁକ୍ତ ଦାବିରେ ଅଞ୍ଚଳବାସୀଙ୍କ ଘେରାଉ ଓ ଧାରଣା
ଜମନକିରା : ଭୋଜପୁର ନିକଟସ୍ଥ ତବଲାକଟା ଟୋଲ ଗେଟ୍ କାର୍ଯ୍ୟକ୍ଷମ ହେବା ମାତ୍ରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଓ...
ସାତକମା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନେହେରୁ ଜୟନ୍ତୀ ଓ ଶିଶୁ ଦିବସ ପାଳିତ
ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପକଣ୍ଠସ୍ଥ ସାତକମା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଭାକକ୍ଷରେ ପୁରାତନ ଛାତ୍ର ସଂଘ...
ଟିକିଲିପଡ଼ା କନ୍ୟାଶ୍ରମ ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ସରକାରୀ (ଏସ.ଏସ.ଡି.) କନ୍ୟାଶ୍ରମ ଉଚ୍ଚ ବିଦ୍ୟାଳୟ, ଟିକିଲିପଡ଼ାଠାରେ ଆଜି ପବିତ୍ର...
