Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଡାରି ସହରରେ ଶ୍ରମ ବିଭାଗ ଅଧିକାରୀଙ୍କ ଛଡାଉ

ପ୍ରଭାଗୀୟ ଶ୍ରମ ଆୟୁକ୍ତ ଓ ଜିଲ୍ଲା ଶ୍ରମ ଅଧିକାରୀ ରାୟଗଡ଼ା ଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ଜିଲ୍ଲାର ଗୁଡ଼ାରୀ ବିଜ୍ଞାପିତ ଅଂଚଳ ପରିଷଦରେ ଥିବା ବିଭିନ୍ନ ବାଣିଜ୍ୟିକ ଅନୁଷ୍ଠାନ ଓ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇଥିବା ସ୍ଥଳେ, ୧୦ ଟି ବାଣିଜ୍ୟିକ ପ୍ରତିଷ୍ଠାନ କୁ ଓଡ଼ିଆ ଭାଷା ରେ ନାମ ଫଳକ ପ୍ରଦର୍ଶନ କରି ନ ଥିବା ଯୋଗୁଁ କାରଣ ଦର୍ଶାଅ ପତ୍ର ପ୍ରଦାନ କରା ଯାଇଛି ।ଆଜିର ଏହି କାର୍ଯ୍ୟକ୍ରମ ରେ ପ୍ରସନ କୁମାର ପାଣିଗ୍ରାହୀ,ପ୍ରଭାଗୀୟ ଶ୍ରମ ଆଯୁକ୍ତ,ସ୍ୱାତୀ ଲଗ୍ନା ପଦ୍ରା ସହକାରୀ ଶ୍ରମ ଅଧିକାରୀ, ଗୁଣୁପୁର ସଞ୍ଜୟ କୁମାର ରାଇତ ଶ୍ରମ ଅଧିକାରୀ, ରାୟଗଡାଏବଂ ଗୋପାଳ କୃଷ୍ଣ ମଙ୍ଗରାଜ ସହକାରୀ ଶ୍ରମ ଅଧିକାରୀ, ରାୟଗଡା ଉକ୍ତ ଛଡାଉ ସମୟରେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ