Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଡାରୀରେ ମେଗାମାର୍ଟ ଦୋକାନ ବିଧାୟକଙ୍କ ଦ୍ଵାରା ଉଦଘାଟନ

ଗୁଡାରୀ ସହରରେ ନୂତନ ଭାବରେ ଗତକାଲି ସନ୍ଧ୍ୟା ୫ଘ ସମୟରେ କେ. ପ୍ରଣିତ କୁମାର ନାମକ ଜଣେ ଯୁବ ବ୍ୟବସାୟୀ ଏକ ମେଗାମାର୍ଟ ଟ୍ରାର୍ଡସର ବ୍ୟବସାୟ ଆରମ୍ଭ କରିଛନ୍ତି।ଉକ୍ତ ମେଗା ମାର୍ଟକୁ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ଶୁଭ ଭଦଘାଟନ କରିଛନ୍ତି। ଏଥିରେ ସମସ୍ତ ପ୍ରକାରର ନିତ୍ୟ ବ୍ୟବହାର ଜିନିଷ ସହ ଘରୋଉ ଆବଶ୍ୟକ ସାମଗ୍ରି ବିକ୍ରି କରାଯିବ ବୋଲି ମାଲିକ କେ.ପ୍ରଣିତ୍ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ନଗରର ସମସ୍ତ ପ୍ରତିଷ୍ଠିତ ବ୍ୟବସାୟୀ ଉପସ୍ଥିତି ଥିବାବେଳେ କାର୍ଯ୍ୟକ୍ରମରେ ଯୁବ ବିଜେଡି ଉପସଭାପତି କେଦାର ସାହୁ ଉପଦେଷ୍ଟା ସନ୍ତୋଷ ମହାନ୍ତି ଗୁଡାରୀ ଏନଏସି ଅଧ୍ଯକ୍ଷା ଶ୍ରୀମତି ସରୋମିତା ଶବର ବିଧାୟକ ପ୍ରତିନିଧି ସୁବାଷ ଗୌଡ଼ ବରିଷ୍ଠ ବିଜେଡି କର୍ମି ଏମ ପ୍ରସାଦା ବାବୁ, ଇଶ୍ଵର ପାଣିଗ୍ରାହି ବଂଶି ଶବର ଉପସ୍ଥିତ ଥିଲେ ଗୁଡାରୀରେ ପ୍ରଥମ କରି ନୂତନ ଭାବରେ ଏହି ମେଗା ମାର୍ଟ ଖୋଲା ଯାଇଥିବାରୁ ସହରରେ ଭଲ ବ୍ୟବସାୟ କରିବ ବୋଲି ବ୍ୟକ୍ତ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ