Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନବାର ପଞ୍ଚାୟରେ ଅସହାୟ ଭତ୍ତା ବିତରଣ

ବରପାଲି :ବରପାଲି ବ୍ଲକ କନବାର ପଞାୟତ କାର୍ଯ୍ଯାଳୟ ପରିସରରେ ସରପଞ ଅଧିକାରୀ ବାରିକଙ୍କ ଦ୍ବାରା ଜାତିୟ ପତାକା ଉତ୍ତୋଳନ ସହ ବିଭିନ୍ନ କାର୍ଯ୍ଯକ୍ରମ ମାନ ଉଦଘାଟିତ ହୋଇଯାଇଛି। ମଙ୍ଗଳବାର ପୁର୍ବାହ୍ନରେ କାର୍ଯ୍ଯଳୟ ପରିସରରେ ଆୟୋଜିତ ଭତ୍ତାପ୍ରଦାନ ଉତ୍ସବରେ ଅସହାୟ ଦିବ୍ଯାଙ୍ଗ,ବାର୍ଦ୍ଧକ୍ଯ, ବିଧବା ତଥା ଅସହାୟ ମହିଳା ମାନଙ୍କୁ ମାସିକ ସହାୟତା ରାଶି ପ୍ରଦାନ କରାଯାଇଥିଲା। ମୂଖ୍ଯ ଅତିଥି ଭାବରେ ସରପଞ୍ଚ ଅଧିକାରୀ ବାରିକଙ୍କ ସମେତ ସମ୍ମାନିତ ଅତିଥି ଭାବରେ ଅଇଁଠାପାଲି ସରପଞ୍ଚ ପ୍ରତିନିଧି ଦଶରଥ ବେହେରା, ବାଗବାଡି ସରପଞ୍ଚ ପ୍ରତିନିଧି ମୁକେଶ ଭୋଇ, ଚଉବର୍ଗ ଭୋଇ ପ୍ରମୁଖ ମଞ୍ଚାସିନ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ