Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁମୁରୁ ଗୁଡ଼ା ରେ ରକ୍ତଦାନ ଦାନ ଶିବିର ଅନୁଷ୍ଠିତ

ଆଜି “ବିପଦର ବନ୍ଧୁ” ଏବଂଯୁବସହାୟକ ଗୋଷ୍ଠୀ ପଦ୍ମପୁର ତରଫରୁ ଏକ ରକ୍ତଦାନ ଶିବିର ଝୁମୁରୁଗୁଡା କଲ୍ୟାଣ ମଣ୍ଡପ ଠାରେ ହୋଇଯାଇଅଛି l ମୁଖ୍ୟ ଅତିଥି ଭାବରେ ଅତିରକ୍ତ ତହସିଲଦାର ଶ୍ରୀ ପ୍ରାଣକୃଷ୍ଣ ପାଣିଗ୍ରାହୀ, ମୁଖ୍ୟ ବକ୍ତା ଭାବେ ଆଇ ଆର ବି ଏନ କମାଣ୍ଡର ଭାମିନି ସମ୍ମାନିତ ଅତିଥି ଭାବେ, ଅଧକ୍ଷା ପଞ୍ଚାୟତ ସମିତି ପଦ୍ମପୁର ଶ୍ରୀମତୀ ମଣିମାଳା ଶବର, ଡେ଼ପୁଟି କମାଣ୍ଡର ଭାମିନି, ସଭାପତି ବିପଦର ବନ୍ଧୁ,ସରପଞ୍ଚ ପଦ୍ମପୁର ଶ୍ରୀ ପ୍ରକାଶ କଣ୍ଡାଗୋରୀ ଉପସ୍ଥିତ ରହି ରକ୍ତ ଦାନ ଶିବିରକୁ ଉଦ୍ଘାଟନ କରିଥିଲେ l ନାଗ ଭାଇ ମଞ୍ଚ ପରିଚାଳନା କରିଥିଲେ lବାବନ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ସୁଶାନ୍ତ ସାହୁ, ଶ୍ରିନୁ, କିଶୋର, ସମୀରଙ୍କ ସମେତ ବହୁ ଯୁବ ନେତୃତ୍ୱରେ ଶିବିର ଆୟୋଜନ କରାଯାଇଥିଲାl

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ