Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଇକ ଚାଳକ ଦୁର୍ଘଟଣା ଆହତ,ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର।

ଆଜି କୁଜେନ୍ଦ୍ରି ଗ୍ରାମ ନିକଟରେ ଆକସ୍ମିକ ବାଇକ୍ ଦୁର୍ଘଟଣା ହେଇଥିଲା । ଏଥିରେ ଚାଳକ ସହ ଆଊ ୨ଜଣ ବହୁ ମାତ୍ରାରେ ଆଘାତ ହେଇଥିଲେ। ତୁରନ୍ତ ସେମାନଙ୍କୁ ଗୁଣୁପୁର ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ଏହି ଖବର ଶୁଣିବା ମାତ୍ରେ ବିଜୁ ଛାତ୍ର ସଭାପତି ଶ୍ରୀ ବିଷ୍ଣୁ ପ୍ରସାଦ ପଣ୍ଡା (ପୀଙ୍କୁ) ତୁରନ୍ତ ଡାକ୍ତରଖାନାରେ ପହଞ୍ଚି ଥିଲେ ଏବଂ ଡ଼ାକ୍ତରଙ୍କ ସହ ଆଲୋଚନା କରିବା ପରେ ଆହତ ବ୍ୟକ୍ତିଙ୍କୁ (ଓଡ଼ିଶା- ମୋ ପରିବାର )ଆମ୍ବୁଲାନ୍ସ ଦ୍ୱାରା ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା। ପିଙ୍କୁ ପଣ୍ଡାଙ୍କ ଏମିତି ସାହାଯ୍ୟ ମନୋବୃତି କୁ ସ୍ଥାନୀୟ ଲୋକମାନେ ପ୍ରନ୍ସସା କରିଥିବା ଦେଖିବାକୁ ମିଳିଛି।