Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ରେ ବିଧାୟକଙ୍କ ଯୋଗଦାନ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ।

ଆଜି ଗୁଡ଼ାରୀ ବ୍ଲକ ସାନହୁମା ଏବଂ ବାଦୀଗୁଡା ଗ୍ରାମ ଠାରେ ନୂତନ ଗୋଷ୍ଠିକେନ୍ଦ୍ର ପାଇଁ ଭୂମିପୂଜା ହେଇଯାଇଛି।ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ,ଗୁଡାରି ବ୍ଲକ ବିଜୁ ଜନତା ଦଳର ଉପ ସଭାପତି ବିଶ୍ଵନାଥ ଶବର, ରାୟଗଡା ଜିଲ୍ଲା. ବିଜୁ ଜନତା ଦଳର ୟୁଥ ଉପସଭାପତି କେଦାର ସାହୁ,ରାୟଗଡା ଜିଲ୍ଲା ବିଜେଡ଼ି ଉପସଭାପତି ସନ୍ତୋଷ କୁମାର,,ଗୁଡାରି ବ୍ଲକ ବିଜୁ ଜନତା ଦଳ ସଭାପତି ସନ୍ତୋଷ କୁମାର ମହାନ୍ତି, ଜିଲ୍ଲା ବିଜେଡ଼ି ସମ୍ପାଦକ ଏମ ପ୍ରସାଦ ରାଓ, ଜିଲ୍ଲା ବିଜେଡ଼ି ଯୁଗ୍ମ ସମ୍ପାଦକ ସୁବାସ ଚନ୍ଦ୍ର ଗୌଡ଼ ଏବଂ ବିଜୁ ଜନତା ଦଳର କର୍ମୀ ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ