Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିନାଝୋଲାରେ ନିଖୋଜ ଦୁଇ ଶିଶୁଙ୍କ ମୃତ୍ୟୁ ଶରୀର ଠାବ

ଚନ୍ଦୁପୁର ବ୍ଲକ ଅନ୍ତର୍ଗତ ମିନାଝୋଲା ଶୈବ ପୀଠ ବଂଶଧାରା ନଦୀ ଘାଟରେ ଦୁଇଜଣ ନାବାଳକ ନିଖୋଜ ଘଟଣା। ୫କିମି ଦୁର ପାଲକା ପଦର ନିକଟରେ ମୃତ ପୁଅ ରତ୍ନାକରଙ୍କ ମୃତ ଦେହ ଠାବ ହେଇଥିବା ବେଳେ ବହୁତ ଖୋଜାଖୋଜି ପରେ ଝିଅ ସସ୍ମିତାର ମୃତ ଶରୀର ମିନାଝୋଲା ଶୈବପୀଠ ଠାର ମିଳିଛି।ଦୀର୍ଘ ଚବିଶି ଘଣ୍ଟା ସମୟ ଖୋଜାଖୋଜି ପରେ ଝିଅର ଶବ ମିଳିଥିବା ସୂଚନା।ଗତକାଲି ନଦୀରେ ଗାଧୋଇବା ସମୟରେ ପ୍ରଖର ସ୍ରୋତରେ ଭାସିଥିଲେ ୨ଜଣ ପିଲା। କନ୍ଧମାଳ ଶ୍ରିରାମପୁର ଗ୍ରାମରୁ ଦୁଇ ପରିବାର ଲୋକ ମିନାଝୋଲା ପୀଠକୁ ଆସିଥିଲେ ।ଅଗ୍ନିଶମ ବିଭାଗ ଏବଂ ସ୍ଥାନୀୟ ଲୋକଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ଦୁଇ ମୃତ୍ୟୁ ଶିଶୁ ଠାବ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ