Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂଗ୍ରେସ କୁ ସୁଦୃଢ କରିବା ପାଇଁ ଚେଲାକୁମାର ଙ୍କ ବୌଦ୍ଧ ଗସ୍ତ

କଂଗ୍ରେସକୁ ଓଡିଶାରେ ତୃଣମୂଳ ସ୍ତରରେ ସୁଦୃଢ କରିବା ପାଇଁ ଆଜି କଂଗ୍ରେସ ଓଡିଶା ଇନଚାର୍ଜ ଚେଲାକୁମାର ବୌଦ୍ଧ ଗସ୍ତ କରିଛନ୍ତି. ତାଙ୍କ ସାଙ୍ଗରେ ପିସିସି ସଭାପତି ଶରତ ପଟନାୟକ ଉପସ୍ଥିତ ଥିଲେ. ବୁଟୁପାଲି କଲ୍ୟାଣ ମଣ୍ଡପରେ ଦୀର୍ଘ ସମୟ ଧରି ଆଲୋଚନା ହେଇଥିଲା. ଏହି ସଭାରେ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ. ବୀରମହାରାଜପୁର 2019 କଂଗ୍ରେସ ପ୍ରାର୍ଥୀ ବିନୋଦ ପାତ୍ର ଓ ରାଜେଶ କୁମାର ମିଶ୍ର ମଧ୍ୟ ଯୋଗ ଦେଇଥିଲେ.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ