Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତେଜିଲା “ପୁନଃ ନିର୍ବାଚନମଣ୍ଡଳୀ ଦାବି” ବୈଠକ ଅନୁଷ୍ଠିତ

କଳାହାଣ୍ଡି, ୧୨/୦୯ :
କେସିଙ୍ଗା ସହରରେ ଜଗନ୍ନାଥ ମନ୍ଦିର ପରିସରେ ଆଜି ସନ୍ଧ୍ୟା ୫ ଟା ରେ କେସିଙ୍ଗା ପୁନଃ ନିର୍ବାଚନମଣ୍ଡଳୀ ଦାବି ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି :ଏହି ବୈଠକ ତେଜିଲା “ପୁନଃ ନିର୍ବାଚନମଣ୍ଡଳୀ ଦାବି” ବୈଠକ ଅନୁଷ୍ଠିତ ଉପସ୍ଥିତ ସମସ୍ଥ ସଭ୍ୟ ମାନଙ୍କ ମତାମତ ନିଆଁଜାଳିଥିଲା ବହୁତ ଶୀଘ୍ର ଗୋଟିଏ କମିଟି ଗଠନ କରିବାକୁ ନିଷ୍ପତି ନିଆଗଲା
କେସିଙ୍ଗା ନିର୍ବାଚନମଣ୍ଡଳୀ ପରିସରେ ଆସୁଥିବା ସମସ୍ଥ ବୁଦ୍ଧିଜୀବୀ, ସଂଗଠନ ,ସମାଜ,ରାଜନୈତକ ଦଳ ,ଓ ସାମ୍ବାଦିକ ଭାଇ ମାନଙ୍କୁ ନେଇ ଆଗାମୀ ଦିନ ରେ କିପରି ଭାବରେ ଏହି ଦାବିକୁ ସରକାରଙ୍କ ସାମନା ରେ ଉପସ୍ଥାପନା କରିବା ,ଓଡିଶା ଉଛ ନ୍ୟାୟାଳୟ ରେ ଏକ ପି. ଆଇ.ଏଲ ଦାଖଲ କରିବା , ନିର୍ବାଚନ ମଣ୍ଡଳୀ ରେ ଆସୁଥିବା ସମସ୍ଥ ଗ୍ରାମ ପଂଚାୟତ ଓ ବିଜ୍ଞାପିତ ଅଂଚଳ ପରିଷଦ ରେ ପୋଷ୍ଟର ଓ ବେନର ଲଗାଇବା ଓ ଲୋକଙ୍କ ମଧ୍ୟରେ ଜାଗରୁକତା ଆଣିବା ବିଭିନ୍ନ ବିଷୟରେ ଆଲୋଚନା କରାଗଲା ଏହି ବୈଠକ ର ଆବାହକ ଥିଲେ ପିଙ୍କୁ ପରିଡା ଓ ଟିକେମନ ଦୀପ