Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ନାନାକେ’ ଟିମର ଗଣେଶ ପୂଜା

୨୦୧୫ମସିହାର ଦଶମ ଶ୍ରେଣୀ ଗ୍ରୁପର ଯୁବକ ମାନେ ପୂଣି ଆଉଥରେ ନଅ ବର୍ଷ ପରେ ଏକତ୍ରିତ ହୋଇଛନ୍ତି ଶ୍ରୀ ଗଣେଶ ପୂଜା ଅବସରରେ।ଟିମ ର ନାମ ଦେଇଛନ୍ତି ‘ନାନା କେ’ ଗୁଡାରି ରବୀନ୍ଦ୍ର ନଗର ଠାରେ ମହାଡମ୍ବରରେ ପାଳନ କରୁଛନ୍ତି ‘ନାନାକେ ଟିମ’ ଗଜାନନଙ୍କ ପୂଜା। ଆଜି ସକାଳୁ ସକାଳୁ ଗଜାନନଙ୍କ ପୂଜା ନିତୀନିୟମ ଅନୁସାରେ ସମାପନ ହୋଇଥିବା ଟିମର ସଦସ୍ୟ ମାନେ କହିଛନ୍ତି।ସଦସ୍ୟ ମାନଙ୍କ ମଧ୍ୟରେ ଭବାନୀ ସେଠି,ଦେବାଶିଷ ଚଲାଣ,ରାମକୃଷ୍ଣ ପାଢ଼ୀ,ଗୌରୀ ନନ୍ଦ,ଶିବପ୍ରସାଦ ପାଣିଗ୍ରାହୀ, ବିଭୁ ପ୍ରସାଦ ତୁଳ,କାଳିଆ ଗୌଡ଼, ଡ଼ମ୍ବୁରୁ କୁମ୍ଭାର,ବିଶ୍ୱନାଥ ପଣ୍ଡା,ରବୀନ୍ଦ୍ର ପାତ୍ର ଏବଂ ନାନାକେ ଟିମର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ