Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଣ୍ଡେରପୁର ପୋଲରେ ପାଣି,ମାନେଶ୍ୱର ଦେଇ ସୋନପୁର ଯିବାକୁ ପରାମର୍ଶ

ସମ୍ବଲପୁର:ସମ୍ବଲପୁର ସୋନପୁରକୁ ସଂଯୋଗ କରୁଥିବା ଗୁଣ୍ଡେରପୁର ପୋଲ ଉପରେ ପାଣି। ମହାନଦୀ ପାଣି ଯୋଗୁଁ ପ ଏହା ପ୍ରବାବିତ ହୋଇଥିବା ନେଇ ଧନୁପାଲି ଗୁଣ୍ଡରପୁର ରାସ୍ତାକୁ ବାରଣ କରି ମାନେଶ୍ୱର ଦେଇ ସୋନପୁର ଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ହୀରାକୁଦର ୨୪ଟି ଗେଟ୍ ଖୋଲିବାରୁ ପୋଲ ଉପରେ ପାଣି ପ୍ରବାହିତ ହେଉଛି।ତେଣୁ ଏଥିପାଇଁ ସର୍ବସାଧାରଣଙ୍କୁ ସୂଚନା ଦେଇ ଗୁଣ୍ଡେରପୁର ରାସ୍ତାରେ ନଯିବାକୁ କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ