Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଷ୍ଟିକୁଡ଼ି ପଞ୍ଚାୟତରେ ସ୍ୱଚ୍ଛଭାରତ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, ୦୨/୧୦ : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପଷ୍ଟିକୁଡ଼ି ପଞ୍ଚାୟତ ରେ ଆଜି ସ୍ୱଚ୍ଚ ଭାରତ କାର୍ଯକ୍ରମ କରାଯାଇଛି । ପାଷ୍ଟିକୁଡ଼ି ଅନ୍ତର୍ଗତ ସାପ୍ତାହିକ ବଜାର ପ୍ରାଙ୍ଗଣରେ ଦୀର୍ଘ ଦିନ ଧରି ଅଳିଆ ଆବର୍ଜନା ଜମି ରହିଥିଲା ଆର୍.ଏମ.ସି ର ଦୃଷ୍ଟି ଗୋଚର କରିବା ସ୍ଵତେ ବି କିଛି ଲାଭ ମିଲୁ ନ ଥିଲା। ଆଜି ପାଷ୍ଟିକୁଡ଼ି ପଂଚାୟତ ପି.ଇ.ଓ ଶବର ବାବୁ, ଏବଂ ପଂଚାୟତ ୱାଡମେମ୍ୱର ସମୂହ ଓ ଏମ.ବି.କେ ଡଲି ବାଗ, ମହାସଂଘ ସଭାପତି ଶ୍ରୀମତୀ ରଞ୍ଜିତା ଶତପଥୀ, ଯୁବରାଜ କୁମାର, ତୁଳସୀ ଟାକ୍ରି, ଜି. ଆର୍. ଏସ ଛନ୍ଦାମଣି ଶବର, ମଚିନ ନାଏକ, ରାଜେଶ୍ ନାଏକ, ଧର୍ମୁ ମାଝି, ଆଶିଷ ନାଏକ, ସସ୍ମିତା ନାଏକ କୌଶଲ୍ୟା ବିଶି ସମସ୍ତେ ମିଶି ବଜାର ପ୍ରାଙ୍ଗଣ କୁ ସଫା କରିଥିଲେ ଓ ସ୍ଵଚ୍ଚଭାରତ କାର୍ଯକ୍ରମ କରିବା ପାଇଁ ଗ୍ରାମ ବାସୀଙ୍କୁ ଉସ୍ୱାହା କରିଥିଲେ , କିନ୍ତୁ ଏହି କାର୍ଯକ୍ରମ ରେ ସରପଞ୍ଚ ଉପସ୍ଥିତ ନ ଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ