Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଗାନ୍ଧୀ ଜୟନ୍ତୀ ଓ ଲାଲ ବହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ଉପଲକ୍ଷେ ଭବାନୀପାଟଣା ସହର ର ଗାନ୍ଧୀ ଛକ, ଗାନ୍ଧୀ ପାର୍କ ଓ ଲାଲ ବହାଦୁର ଶାସ୍ତ୍ରୀ ଷ୍ଟାଡିଅମ ଠାରେ ମହାପୁରୁଷ ଙ୍କ ଜନ୍ମ ଜୟନ୍ତୀ ପାଳନ

ଭବାନୀପାଟଣା, ୦୨/୧୦ : ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଗାନ୍ଧୀ ଜୟନ୍ତୀ ଓ ଲାଲ ବହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ଉପଲକ୍ଷେ ଭବାନୀପାଟଣା ସହର ର ଗାନ୍ଧୀ ଛକ, ଗାନ୍ଧୀ ପାର୍କ ଓ ଲାଲ ବହାଦୁର ଶାସ୍ତ୍ରୀ ଷ୍ଟାଡିଅମ ଠାରେ ମହାପୁରୁଷ ଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ସଂଯୁକ୍ତା ବେହେରା, ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଚରିତ୍ର ଗଠନ ସହିତ ଉପଯୁକ୍ତ ନିଗରିକ କିପରି ହୋଇପାରିବେ ସେହି ବାର୍ତ୍ତା ଦେଇଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ