Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମୁଖୀଗୁଡା ଇନ୍ଦ୍ରାବତୀ ଡାହାଣ କେନାଲରେ ଭାସୁଥିବା ଏକ ବୃଦ୍ଧା ମହିଳାଙ୍କ ମୃତ ଦେହ ଉଦ୍ଧାର କଲେ ଗ୍ରାମବାସୀ

କଳାହାଣ୍ଡି, ୦୯/୧୦ : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଜୟପାଟଣା ଥାନା ମୁଖୀଗୁଡା ଇନ୍ଦ୍ରାବତୀ ଡାହାଣ କେନାଲ ରେ ଏକ ବୃଦ୍ଧା ଙ୍କ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଛି।ମୃତ ବୃଦ୍ଧା ର ପରିଚୟ ମୁଖୀଗୁଡା ଗ୍ରାମର ଜେମା ପଟେଲ(୮୦) ଓରଫ୍ ମାଲେନ ବୁଡି ନାମ ରେ ପରିଚିତ କହିଲେ ମୂଖିଗୁଡା ରେ ସବୁ ଜାଣି ଛନ୍ତି ବୋଲି ଜଣାପଡ଼ିଛି। ଗତ ଶୁକ୍ରବାର ବାର ଦିନ ତଳେ ନିଖୋଜ ଥିଲେ। ଆଜି 3 ଟା ରେ ଗ୍ରାମ ର କିଛି ବ୍ୟକ୍ତି ଦେଖି ସ୍ଥାନୀୟ ମୁଖିଗୁଡା ପୋଲିସ ଫାଣ୍ଡି ଓ ଘର ପରିବା କୁ ଯାଇଥିବାରୁ ପୋଲିସ୍ ଆସି ଶବ ଉଦ୍ଧାର କରିଛି। ତେବେ ତାଙ୍କ ହାତ, ଗୋଡ଼ ଓ ବେକ କୁ ଏକ ରଶିର ବନ୍ଧା ଯାଇଥିବା ବେଳେ ହତ୍ୟା କରାଯାଇଥିବା ପରିବା ଲୋକ ସନ୍ଧେହ କରୁଛନ୍ତି ।