Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାମାକ୍ଷା ଦେବୀଙ୍କ କୁଷ୍ମାଣ୍ଡା ବେଶ

ସମ୍ବଲପୁର: ଶାରଦୀୟ ନବରାତ୍ର ର ଚତୁର୍ଥୀ ତିଥିରେ ମାଁ କାମାକ୍ଷ୍ଯା ଦେବୀ ଙ୍କ କୁଷ୍ମାଣ୍ଡା ବେଶରେ ତ୍ରିପୁର ସୁନ୍ଦରି ରୂପେ ସକାଳ ପୂଜା ହୋଇଥିଲା। ପଣ୍ଡିତ ଶ୍ରୀ ଜୟ ଗୋପାଳ ସୁଆର ଓ ପଣ୍ଡିତ ଶ୍ରୀ ସୁଶାନ୍ତ କୁମାର ପତି ପୂଜାର୍ଚ୍ଚନା, ଚଣ୍ଡୀପାଠ, ହୋମ କାର୍ଯ୍ୟରେ କରିଥିବା ବେଳେ ସଞୀବ ପାଣିଗ୍ରାହୀ ଓ ତୃପ୍ତିମୟି ପାଣିଗ୍ରାହୀ କର୍ତ୍ତା ଦାଇତ୍ୱ ତୁଲାଇଥିଲେ। ସନ୍ଧ୍ୟାରେ ଝାରସୁଗୁଡ଼ା ଜିଲ୍ଲାର ଖେରୁଆଲକଟାପାଲିର ଡଲି ସା ମହିଳା ସଙ୍କୀର୍ତ୍ତନ ଦଳ କୀର୍ତ୍ତନ ପରିବେଷଣ କରିଥିଲେ।ଏଥିରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories