Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କାମାକ୍ଷ୍ଯା ଦେବୀଙ୍କ ସ୍କନ୍ଧମାତା ବେଶ

ସମ୍ବଲପୁର:ଶାରଦୀୟ ନବରାତ୍ରର ପଞ୍ଚମୀ ତିଥିରେ ମାଁ କାମାକ୍ଷ୍ଯା ଦେବୀଙ୍କ ସ୍କନ୍ଧମାତା ବେଶରେ ଉଗ୍ରତାରା ରୂପେ ପୂଜା ହୋଇଥିଲା। ପଣ୍ଡିତ ଶ୍ରୀ ଜୟ ଗୋପାଳ ସୁଆର ଓ ପଣ୍ଡିତ ଶ୍ରୀ ସୁଶାନ୍ତ କୁମାର ପତି ପୂଜାର୍ଚ୍ଚନା, ଚଣ୍ଡୀପାଠ, ହୋମ କାର୍ଯ୍ୟ କରିଥିବା ବେଳେ ସବ୍ୟସାଚୀ ସାହୁ ଓ ଅନିତାସାହୁ ସପତ୍ନିକ କର୍ତ୍ତା ଦାଇତ୍ୱ ତୁଲାଇଥିଲେ।ସନ୍ଧ୍ୟାରେ ଧନକଉଡାର ସଙ୍କୀର୍ତ୍ତନ ଦଳ କୀର୍ତ୍ତନ ପରିବେଷଣ କରିଥିଲେ ।ଆଜି ପ୍ରାୟ ପନ୍ଦର ଶହ ଭକ୍ତ ଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା।