Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଧବାର କୋହ ଭରା ପରିବେଶରେ ମେଲାଣି ନେଲେ ତ୍ରିପୁରା ସୁନ୍ଦରୀ।

ହାଟଡିହି ଆଜି ସାରା ରାଜ୍ୟରେ ତ୍ରିପୁରା ସୁନ୍ଦରୀ ମା ଦଶ ଭୁଜା ଦୁର୍ଗତି ନାଶିନି ଙ୍କ ମୃଣମୟୀ ମୂର୍ତ୍ତି ବିସର୍ଜନ ଚାଲୁ ରହିଥିବା ବେଳେ ହାଟଡିହି ଅଞ୍ଚଳ ଏଥରୁ ବାଦ୍ ପଡିନି। ଯାହାକି ହାଟଡିହି ବ୍ଲକର ଏକାଧିକ ସ୍ଥାନ ରେ ମା ଦଶ ଭୁଜା ଦୁର୍ଗାଙ୍କ ର ପୂଜା ଅର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ସେହି କ୍ରମରେ ମା ଦଶ ଭୁଜା ଙ୍କୁ ଖୋଳ, କରତାଳ, ଘଣ୍ଟ ଘଣ୍ଟା ମଧ୍ୟରେ ବିଭିନ୍ନ ନଦୀ ମାନଙ୍କ ରେ ବିସର୍ଜନ କରାଯାଇଛି। ଏହାରି ମଧ୍ୟରେ ହାଟଡିହି ରେ ଥିବା ସର୍ବପୁରାତନ ପୀଠ ମାନଙ୍କ ରେ ଦେବୀ ଙ୍କ ନିମନ୍ତେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।( ଫଟୋ)

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ