Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାନୁୟାରୀରେ ସମ୍ବଲପୁରୀ ସମ୍ମେଲନ

ରାଉରକେଲା:ଜାତୀୟ ସମ୍ବଲପୁରୀ ସମ୍ମେଳନ ପାଇଁ ଚାଲିଛି ଯୋରସୋର ଉଦ୍ୟମ।ରାଉରକେଲାର ଭଞ୍ଜ ଭବନ ଠାରେ ଜାନୁୟାରୀ ମାସ ୨୦ ଓ ୨୧ ତାରିଖ ୨ ଦିନ ଧରି ସମ୍ଭବତଃ
ଆୟୋଜନ ଲାଗି ଏକ ପ୍ରକାର ସ୍ଥିର ହୋଇଛି। ଏଥିପାଇଁ ନଭେମ୍ବର ୨୬ ତାରିଖ ଦିନ ଏକ ପ୍ରସ୍ତୁତି ବୈଠକ ରାଉରକେଲା ଠାରେ ଅନୁଷ୍ଠିତ ହୋଇ ଏହାକୁ ସଫଳ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯିବ। ଏଥିପାଇଁ ଆୟୋଜକ ମାନେ ଆଜି ଏକାଠି ହୋଇ ସମ୍ବଲପୁରୀ ସମ୍ମେଳନର ମୂଳଦୁଆ ପକାଇଛନ୍ତି ।ସମ୍ମେଳନ ଆୟୋଜନ ଖବର ପ୍ରଚାର ହେବା ପରେ ସମ୍ବଲପୁରୀ ଲୋକ ମାନଙ୍କ ମଧ୍ୟରେ ନୂତନ ଉତ୍ସାହ ପ୍ରକାଶ ପାଇବାରେ ଲାଗିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ