Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରାଦୀପ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି

ପରାଦୀପ:ରାଷ୍ଟ୍ରପତିଙ୍କ ପାରାଦୀପ ଗସ୍ତକୁ ଦୃଷ୍ଟିରେ ରଖି ନିରାପତ୍ତା ବ୍ୟବସ୍ଥାକୁ କଡାକଡି କରାଯାଇଛି।ଆସନ୍ତା ୨୩ରୁ ୨୭ ଯାଏଁ ପାରାଦୀପ ବସ୍‌ଷ୍ଟାଣ୍ଡକୁ ବସ ଯାତାୟତକୁ ବାରଣ କରାଯାଇଛି। ବସ୍‌ଗୁଡ଼ିକ ମଧୁବନ ସ୍ଥିତ ଶ୍ରମିକ ଭବନ ଛକରୁ ଯାତାୟାତ କରିବ।ବସ୍‌ ଷ୍ଟପେଜ୍‌ର ସାମୟିକ ପରିବର୍ତ୍ତନ ନେଇ ବସ୍‌ ମାଲିକ ସଂଘ ଏଭଳିସୂଚନା ଦେଇଛନ୍ତି।୨୭ରେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ।