Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିବ୍ୟ ଦର୍ଶନ ଆଶ୍ରମର ବାର୍ଷିକ ଉତ୍ସବ

ସମ୍ବଲପୁର:ଝାରସୁଗୁଡା ଜିଲ୍ଲାର କହଲିପଡା ଠାରେ ଥିବା ଦିବ୍ୟ ଦର୍ଶନ ଆଶ୍ରମର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ କେନ୍ଦ୍ରିୟ କମିଟି ଉପସଭାପତି ରବୀନ୍ଦ୍ର ମହାନ୍ତି ମୁଖ୍ୟଅତିଥି,ଦିବ୍ୟ ଦର୍ଶନ ସମ୍ବଲପୁର ଶାଖା ସଭାପତି ଗୋପିନାଥ ଷଡଙ୍ଗୀ ସମ୍ମାୀତ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସୁରେଶ ନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ। ଏହି ସଭାରେ ଧର୍ମ ଶାସ୍ତ୍ର ଉପରେ ଅତିଥି ମାନେ ଆଲୋଚନା କରିଥିଲେ ।ଉତ୍ସବରେ ବହୁ ଭକ୍ତଜନଙ୍କ ସମାଗମ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ