Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଦଳଗାଁରେ ନାଗ ଚତୁର୍ଥୀ ପୂଜା :ଆଜି ହେଉଛି ନାଗ ଚତୁର୍ଥୀ

ଝାରୁଗୁଡା(ଲଖନପୁର):ଏହି ଅବସରରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଦଳଗାଁ ଠାରେ ୧୨୮ ତମ ନାଗଚତୁର୍ଥୀ ପୂଜା ଅନୁଷ୍ଠିତ ହୋଇଛି l ଏହା ଦୁଇ ଦିନ ଧରି ଅନୁଷ୍ଠିତ ହେବ l ଅପରାହ୍ନ ୩ ଟା ରେ କାଲୋ ପୋଖରୀରେ ବନ୍ଦ ପୂଜା କରାଯାଇ ଦେବ ନିମନ୍ତ୍ରଣ କରାଯାଇଥିଲା l ସନ୍ଧ୍ୟା ୭ ଟାରେ କଳସ ଓ ବିରିହ ସ୍ଥାପନ ସହ ପୂଜା ଓ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା l ଏଥିରେ ବିନୋଦ ବିହାରୀ ସା ଓ ସରସ୍ବତୀ ସା କର୍ତ୍ତା ଦାୟିତ୍ୱ ତୁଲେଇ ଥିବା ବେଳେ ପଣ୍ଡିତ ଜଗଦିଶ ମିଶ୍ର ଯଜ୍ଞ କାର୍ଯ୍ୟ ପରିଚାଳନା କରିଛନ୍ତି l ରାତିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ରାଜେଶ କୁମାର ସା, ବିଜୟ ମଲ୍ଲିକ, ସୁବାଷ ପାଣ୍ଡେ, ଗୌତମ ଧରୁଆ, ଶିବାନନ୍ଦ ପାଣ୍ଡେ, ପରକ୍ଷିତ ସା, ସତ୍ୟନାରାୟଣ ସା ପ୍ରମୁଖ ପରିଚାଳନାରେ ପ୍ରମୁଖ ଦାୟିତ୍ୱ ତୁଲାଇ ଥିଲେ l