Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଲମ ପରିବାରର ନୂତନ କର୍ମକର୍ତ୍ତା ଓ କବିତା ପାଠୋତ୍ସବ

ସମ୍ବଲପୁର :କଲମ ପରିବାରର ଆଜି ନୂତନ କର୍ମକର୍ତ୍ତା ଚୟନ ହୋଇନଯାଇଛି। ସର୍ବ ସମ୍ମତିକ୍ରମେ ଆବାହକ- ତଫିଜୁଲ ହୋସେନ,ସଭାପତି- ଜୟକୃଷ୍ଣ ବେହେରା,ଉପସଭାପତି – ସତ୍ୟନାରାୟଣ ଠାକୁର,ସମ୍ପାଦକ – କ୍ଷେତ୍ରମଣି ବିଭାରସହ ସମ୍ପାଦକ – ପ୍ରଜ୍ଞା ମହାନ୍ତି ଓ କୋଷାଧ୍ୟକ୍ଷ ଭାବେ ତ୍ରିଲୋଚନ ତ୍ରିପାଠୀ ମନୋନୀତ ହୋଇଛନ୍ତି। ଏହି ଅବସରରେ ଏକ ମନୋଜ୍ଞ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇ ପରବର୍ତ୍ତି ଜାର୍ଯ୍ୟପନ୍ଥା ଗ୍ରହଣ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ